ଛାତ୍ରୀଙ୍କ ଦେହକୁ ଛୁଇଁଲେ ପ୍ରଧାନ ଶିକ୍ଷକ ଦୌଡି ଆସିଲା ପୋଲିସ୍ ଆଉ ତାପରେ
Mar 8, 2025, 18:33 IST

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏଭଳି କିଛି କାମ କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ପ୍ରଧାନ ଶିକ୍ଷକ ଜଣକ ନିଜ ଝିଅ ସମ୍ମାନ ଛାତ୍ରୀଙ୍କ ସହ ଏଭଳି କାମ କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଛାତ୍ରୀ ଜଣକ ଅନେକ କିଛି କଥା କହିଛନ୍ତି । ଏହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

ନାମ ନେଲେ ପ୍ରଧାନ ଶିକ୍ଷକ ଜଣକ । ଆଉ ଛାତ୍ରୀ ଜଣକ ଏଭଳି କରିବେ ବୋଲି ଶିକ୍ଷକ ଜଣକ ଭାବି ନଥିଲେ । ଆଉ ଛାତ୍ରୀ ଜଣକ ଏଭଳି କାମ କରିଦେଲେ । ପ୍ରଧାନ ଶିକ୍ଷକ ହୋଇ ଏଭଳି ନିର୍ଲଜ୍ଜ କାମ କରିବେ ଯାହା ନିନ୍ଦନୀୟ ଅଟେ । ଏହି ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀ ଜଣକ ଦେହରେ ହାତ ମାରିଥିଲେ । ଆଉ ହାତ ମାରିବା ପରେ ଘଟିଥିଲା ଏଭଳି କିଛି । ଏବେ ଏହି ଅଭିଯୋଗ ନେଇ ଛାତ୍ରୀ ଜଣକ ନ୍ୟାୟ ଦାବି କରିଛନ୍ତି । ପ୍ରଧାନ ଶିକ୍ଷକ ହୋଇ ଏଭଳି କାଣ୍ଡ କରିବା ସମାଜ ପାଇଁ ଖରାପ ଅଟେ ।

ଛାତ୍ରୀ ଜଣଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ଏବେ ଗିରଫ ହୋଇଛନ୍ତି । ଏହି ଘଟଣା ଜଗତସିଂପୁର ଜିଲ୍ଲା ନାଉଗାଁ ଥାନା ଡାବର ପଞ୍ଚାୟତରେ । ଏହି ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଭଳି କାମ କରିଛନ୍ତି । ପ୍ରଧାନ ଶିକ୍ଷକ ରୁଦ୍ରପ୍ରସାଦ ସ୍ୱାଇଁ ଏଭଳି କାମ କରିଥିଲେ । ଏହି ପ୍ରଧାନ ଶିକ୍ଷକ ଜଣକ ଛାତ୍ରୀ ଜଣକ ସହିତ ଅସଦାଚରଣ କରିଥିଲେ । ଆଉ ଏନେଇ ଅଭିଯୋଗ ଆସିଥିଲା ।
ଏହି ଅଭିଯୋଗ ଜିଲ୍ଲା ଶିଶୁ ସୁରକ୍ଷା ହେଲ୍ପଲାଇନକୁ ଫୋନ୍ କରି ଏହି ବିଷୟରେ ଛାତ୍ରୀ ଜଣଙ୍କ କହିଥିଲେ । ଆଉ ଏହି ଅଭିଯୋଗ ଆଧାରରେ ତିନିଜଣ ଆସି ଏହି ଘଟଣା ସଂପର୍କରେ ପଚାରିଥିଲେ । ଏହି ଘଟଣାକୁ ନେଇ ଟିମ୍ ଆସି ତଦନ୍ତ କରିବା ପରେ ଏହି ଘଟଣାର ସତ୍ୟ ସାମ୍ନାକୁ ଆସିଥିଲା । ଛାତ୍ରୀ ଜଣକ ସବୁ କଥା କହିଥିଲେ । ଏବେ ଏହି ଅଭିଯୋଗ ଆଧାରରେ ଥାନାରେ ଏକ ଅଭିଯୋଗ ରଖାଯାଇଛି ଆଉ ଏହି ପ୍ରଧାନ ଶିକ୍ଷକ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି ।