Movie prime

ଦେଖନ୍ତୁ ଚାଲିଥିଲା ବେପାର ମାଡ଼ି ବସିଲା ପୋ-ଲି-ସ ୧୪ ଜଣ ବ୍ୟବସାୟୀଙ୍କ ସହ ୨ ମହିଳା ଗି-ର-ଫ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଏବେ ରେଡ ହ୍ୟାଣ୍ଡରେ ଧରାପଡ଼ିଛନ୍ତି ୨ ମହିଳା ସାଙ୍ଗକୁ ୧୪ ଜଣ ବେପାରୀ। 
ଆଗାମୀ ନିର୍ବାଚନକୁ ଦୃଷ୍ଟି ଆଗରେ ରଖି ବାଲେଶ୍ବର ଜିଲ୍ଲା ବସ୍ତା ଓ ବାଲିଆପାଳ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଅବକାରୀ ବିଭାଗ ପକ୍ଷରୁ ବଡ ଧରଣର ଚଢ଼ଉ ହେଇଥିଲା। ଆଉ ସେହି ଚଢ଼ାଉରୁ ପୋଲିସକୁ ମିଳିଛି ବଡ ସଫଳତା।
Hh
ମାଷ୍ଟର ମାଇଣ୍ଡକୁ ଧରି ପକାଇଛି ଅବକାରୀ ବିଭାଗ। ଆଉ ତା'ପରେ ଜଣକ ପରେ ଜଣେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି। ଏପଟେ ୪ ହଜାର ୩୦୦ ଶହ ଲିଟର ଦେଶୀ ମହୁଲି ଜବତ କରିବା ସହିତ ଦୁଇଟି କାର ଏବଂ ୧୦ଟି ବାଇକକୁ ଜବତ କରିଛି ଅବକାରୀ ବିଭାଗ। 
ଏହି ଘଟଣାରେ ଦୁଇ ଜଣ ମହିଳାଙ୍କ ସମେତ ମୋଟ ୧୪ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୯ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ଅଭିଯୁକ୍ତ
ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏଇ ଚଢ଼ାଉରେ ଜିଲ୍ଲା ଅବକାରୀ ବିଭାଗ ନୀଳଗିରି ଓ ବସ୍ତା ଅବକାରୀ ବିଭାଗ ସମେତ ଅବକାରୀ ଅଧିକାରୀ ମାନେ ସାମିଲ ହେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.