Movie prime

ପୋଲିସ ଚିନ୍ତା ବଢ଼ାଇଲା ସଞ୍ଜୟ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଞ୍ଜୟ ଜଣେ ପୋଲିସ ନହେଇ ମଧ୍ୟ ନିଜ ବାଇକ ଆଗରେ କୋଲକତା ପୋଲିସ ଲେଖି ବୁଲୁଥିଲା। ଯାହାଫଳରେ ସମସ୍ତେ ସଞ୍ଜୟକୁ ପୋଲିସ ଭାବି ଡରୁଥିଲେ। ଏମିତି କି ମେଡିକାଲରେ ମଧ୍ୟ ତଳୀୟା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ ଅଫିସରଙ୍କୁ ମଧ୍ୟ ହାତରେ ରଖିଥିଲା ସଞ୍ଜୟ। ଖାଲି ସେତିକି ନୁହେଁ ସେହି ଆର.ଜି.କର ମେଡିକାଲ ଏକ୍ସ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ସହିତ ମଧ୍ୟ ଘନିଷ୍ଠ ସଂପର୍କ ଥିଲା ସଞ୍ଜୟର। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ସନ୍ଦୀପ ଘୋଷ ଚ୍ୟାମ୍ୱରରେ ହସି ହସି କେକ୍ କାଟୁଛି ସଞ୍ଜୟ। ଖାଲି ସେତିକି ନୁହେଁ ସେପଟେ ସଞ୍ଜୟ ପୋଲିସ ଡିପାଟମେଣ୍ଟର ବଡ ଅଫିସର ମାନଙ୍କ ସହିତ ମଧ୍ୟ ନିକଟତର ଥିଲା। ଆଉ ଯେଉଁଥିପାଇଁ ଚାଲାଖ ଭାବେ ମେଡିକାଲ କଲେଜରେ ଡ୍ୟୁଟି ପକେଇଥିଲା। 
Vv
ତେବେ ସଞ୍ଜୟ ପାଇଁ ଏବେ ସବୁ ପୋଲିସ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଉ ସେଇଥିପାଇଁ ପୋଲିସ ଡିପାଟମେଣ୍ଟ ସଞ୍ଜୟର ଏଭଳି ଜଘନ୍ୟ କାଣ୍ଡ ଦେଖି କୋଲକାତା ପୋଲିସ ଆଣିଛି ନୂଆ ନିୟମ। କଲିକତା ନେଇଛି ଏକ ବଡ ନିଷ୍ପତି। ତେବେ କଲିକତାରେ ସଞ୍ଜୟକୁ ନେଇ ୭ ହଜାରରୁ ଉର୍ଦ୍ଧ୍ଵ ଏମିତି ସିବି ଭଲ୍ୟୁଣ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ପୋଲିସ ନୁହଁନ୍ତି କିନ୍ତୁ ପୋଲିସ ପରି ସହାୟତା କରିଥାନ୍ତି। ଏଥିରେ ଚାକିରୀ ଦେବା ପୂର୍ବରୁ ମଣିଷର ଚରିତ୍ର ଓ କ୍ରାଇମ୍ ରେକର୍ଡ ବି ଦେଖାଯାଇଥାଏ। କିନ୍ତୁ ସଞ୍ଜୟର କ୍ରାଇମ୍ ରେକର୍ଡ ଆଗରୁ ବି ଖରାପ ଥିଲା ତଥାପି ବି ତାଙ୍କୁ କେମିତି ସିବି ଭଲ୍ୟୁଣ୍ଟର ଭାବେ ନିଯୁକ୍ତି ଦିଆଗଲା ତାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ। 
Hh
ଖାଲି ସେତିକି ନୁହେଁ ସଞ୍ଜୟ ଆଗରୁ ବି ଚାରି ଜଣ ଯୁବତୀଙ୍କୁ ବିବାହ କରିଥିଲା। ଆଉ ସେମାନଙ୍କୁ ନି-ର୍ଯା-ତ-ନା ଦେଉଥିଲା। ତେବେ ପୋଲିସ ସଞ୍ଜୟକୁ ଏପରି ଗରିଫ କଲା ପରେ ନେଇଛି ଏକ ବଡ ପଦେକ୍ଷପ। ସଞ୍ଜୟର ଏଭଳି କଳାକାରନାମା ଦେଖି କୋଲକାତା ପୋଲିସ ଏବେ ଆକ୍ସନ ମୁଡକୁ ଆସିଛି। ଏଥିପାଇଁ କୋଲକାତା ପୋଲିସ୍ ବଡ ନିଷ୍ପତି ନେଇଛି। ପୋଲିସ ବିଭାଗରେ କାମ କରୁଥିବା ଏହି ସ୍ୱେଚ୍ଛାସେବୀ ମାନେ ଯଦି ସାଧାରଣ ଯୁବତୀ ମାନଙ୍କ ସହିତ ଅସଦାଚରଣ କରନ୍ତି କିମ୍ବା ମ-ଦ୍ୟ-ପା-ନ ଅବସ୍ଥାର ଡ୍ୟୁଟି କରନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଚାକିରୀରୁ ମଧ୍ୟ ବହିଷ୍କୃତ କରାଯିବ। ନିକଟରେ ଅନ୍ୟ ଜଣେ ସ୍ୱେଚ୍ଛାସେବୀ ମାମଲା ସାମ୍ନାକୁ ଆସିଛି। 
କୋଲକାତାରେ ଆନ୍ଦୋଳନ ଚାଲୁଥିବା ସମୟରେ ଜଣେ ମ-ଦ୍ୟ-ପ ସ୍ୱେଚ୍ଛାସେବୀ ବାଇକ ଯୋଗେ ଗହଳି ମଧ୍ୟକୁ ଧକ୍କା ଦେଇ ପସି ଯାଇଥିଲେ। ଫଳରେ ଜଣେ ଛାତ୍ରୀଙ୍କୁ ବାଇକ୍ ଧକ୍କା ଦେଇଥିଲା। ଡାକ୍ତରୀ ଛାତ୍ରୀ ଜଣଙ୍କ ତାଙ୍କୁ ଧରି ନେଇଥିଲେ ମଧ୍ୟ କୋଲକାତା ପୋଲିସ ତାକୁ ନିର୍ଦ୍ଧୋଷୀ ଭାବେ ଛାଡ଼ି ଦେଇଥିଲା। ଯାହାପରେ ଆନ୍ଦୋଳନ ଜୋର ଧରିଥିଲା। ତେବେ ଚାପରେ ପଡ଼ି ପୋଲିସ ପୁଣି ସେହି ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣା ଉଗ୍ରରୂପ ଧରିବା ପରେ କୋଲକାତା ପୋଲିସ ସ୍ୱେଚ୍ଛାସେବୀ ଓ ହୋମଗାର୍ଡଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଆସିଛି। ଆଉ କୁହାଯାଇଛି ଯେ, ଡ୍ୟୁଟିରେ ଥିବାବେଳେ ବହୁ ପୋଲିସ କର୍ମଚାରୀ ମ-ଦ୍ୟ-ପା-ନ କରୁଥିବା ବେଳେ ଅନେକ ମାମଲା ସାମ୍ନାକୁ ଆସିଛି ଯାହାପରେ ଏଭଳି ନିଷ୍ପତି ନେଇଛି କୋଲକାତା ପୋଲିସ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.