Movie prime

ଉଗ୍ରଚଣ୍ତି ସ୍ତ୍ରୀ ପାଇଁ ଶେଷରେ ବାପା କୁ ବାହାର କରିଦେଲା ପୁଅ

 
Gg
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆମ ସମାଜ ରେ ଏବେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ବାପା ମା ପିଲା ଙ୍କୁ ଛୋଟ ରୁ ବଡ କରି ଥାଆନ୍ତି।ସେମାନଙ୍କର ସବୁ ଅଳୀ କୁ ସହି ଥାଆନ୍ତି।ହେଲେ ଶେଷ ରେ ସେହି ପୁଅ ବିବାହ କରି ସାରିଲା ପରେ ନିଜ ବାପା ମା ଙ୍କୁ ଘରୁ ବାହାର କରି ଦିଏ।ଆଜି ଆମେ ସେଭଳି ଗୋଟିଏ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ରାଜୁ ଗତ କିଛି ବର୍ଷ ତଳେ ରିତା ଙ୍କୁ ବିବାହ କରି ଥିଲା।ବିବାହ ପରେ ଉଭୟ ସ୍ବାମୀ ସ୍ତ୍ରୀ ବାହାରେ ରହୁଥିଲେ।ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।ହେଲେ ପରେ ରାଜୁ ର ବାପା ମା ତାଙ୍କ ପାଖରେ ଆସି ରହିଲେ।ଏହାକୁ ସହି ପାରି ନ ଥିଲେ ରିତା।ରାଜୁ ଙ୍କୁ ସେ କହିଥିଲେ କି ତମେ ତମ ବାପା ମା ଙ୍କୁ କୁହ କି ସେ ଏଠୁ ଜଲଦି ପଳାଇ ଯାଆନ୍ତୁ। ସାନ ବୋହୁ ପାଖରେ ରହିବେ।ଯେବେ ତୁମ ବାପା ମା ଏ ଘର ଛାଡ଼ି କି ଯିବେ ସେବେ ମୁଁ ଏଠାକୁ ଆସିବି।
Hh
ଉଭୟ ଙ୍କ ମଧ୍ୟରେ ଖୁବ୍ ଝଗଡ଼ା ଲାଗିଲା।ରାଜୁ ତାଙ୍କ ସ୍ତ୍ରୀ ଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ।ହେଲେ କିଛି ବି ହୋଇ ନ ଥିଲା। ସାନ ଭାଇ କେବେ ଠୁ ଏହି ଦୁନିଆ ଛାଡି ଚାଲି ଯାଇଚି।ତାର ସ୍ତ୍ରୀ କେମିତି ବାପା ମା ଙ୍କୁ ନେଇ ସମ୍ଭାଳିବ ବୋଲି ରାଜୁ ତାର ସ୍ତ୍ରୀ କୁ କହି ଥିଲା।ହେଲେ ପ୍ରୀତି କିଛି ବି ଶୁଣି ନ ଥିଲା।ସେ ତାର ଘର ଛାଡ଼ି ଚାଲି ଯାଇ ଥିଲା।ଏହା ଦେଖି ରାଜୁ ତାର ବାପା ମା ଙ୍କୁ ସବୁ କଥା କହି ଥିଲା।ଏବଂ ସେମାନେ ଘର ଛାଡ଼ି ଚାଲି ଯାଆନ୍ତୁ ବୋଲି କହିଲା।
ଏ କଥା ଶୁଣି ତାର ବାପା ମା ଙ୍କ ଆଖିରୁ ଲୁହ ଆସି ଯାଇ ଥିଲା।ତେବେ ଆପଣ ମାନେ କୁହନ୍ତୁ ଯେଉଁ ବାପା ମା ସାରା ଜୀବନ ପୁଅ କୁ ବଡ କରିବା ପାଇଁ ଲାଗି ପଡ଼ି ଥିଲେ ଆଜି ସେହି ପୁଅ ସେମାନଙ୍କୁ ଘରୁ ବାହାର କରି ଦେଉଚି।ତେବେ ଆପଣ ମାନେ କୁହନ୍ତୁ ଏଠାରେ ଭୁଲ କାହାର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.