Movie prime

ଛେଳି ଧରିଲା ଚୋର ଆଉ ତା ପରେ ଦେଖନ୍ତୁ କେମିତି ହେଲା ନିର୍ଦ୍ଧୁମ ମାଡ଼

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସତରେ ଏଭଳି ଘଟଣା ସମସ୍ତଙ୍କୁ ଏକ ନୂଆ କଥା ଶିଖାଇବ । ଆପଣମାନେ ତ ରଜ ପାଇଁ ଲୋକମାନେ କେତେ ସବୁ ଖୁସି ହୋଇଥିବେ ତାହା ଜାଣିଥିବେ ।
Vb
ରଜରେ ଲୋକମାନେ ସବୁବେଳେ ମାଛ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ଲୋକମାନେ ଛେଳି ମାଂସ ଖାଇବାକୁ ଚାହିଁ ଥାଆନ୍ତି । ଏବେ ଏଭଳି କିଛି ଖବର ଆସିଛି ଏହି ମାଂସକୁ ନେଇ । ମାଂସ ଖାଇବା ପାଇଁ ଲୋକମାନେ ତଳକୁ ଖସି ଯାଇଛନ୍ତି । ସେମାନେ ଚୋରି କରିବାକୁ ବି ପଛାଇ ନାହାନ୍ତି । ଏହି ଲୋଭି ଲୋକମାନେ ଛେଳି ମାଂସ ଖାଇବାକୁ ଛେଳି ଚୋରି କରିବାକୁ ବି ପଛାଇଲେ ନାହିଁ । ଆଉ ଛେଳି ଚୋରି କରୁଥିବା ବେଳେ ଘଟିଥିଲା ଅଘଟଣ । ଚୋରି କରୁଥିଲେ ଛେଳି ଆଉ ଏହି ଛେଳି ଧରା ପକାଇ ଦେଲା ।
Vv
ଚୋରି କରୁଥିବା ବେଳେ ଚୋରମାନଙ୍କୁ ଛେଳି ଧରା ପକାଇ ଦେଲା । ଏହି ଚୋରମାନେ ସ୍କୁଟିରେ ଆସି ଛେଳି ଚୋରି କରିବାକୁ ଭାବିଥିଲେ । ଆଉ ସେମାନେ ମଧ୍ୟ ଛେଳି ନେଇ ଯାଇଥିଲେ ଆଉ ଏହି ସମୟରେ ଛେଳି ଚିତ୍କାର ଶୁଣି ସେଠାରେ ଗ୍ରାମବାସୀ ପହଞ୍ଚି ଛେଳିକୁ ଉଦ୍ଧାର କରିଥିଲେ । ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନିତି ଗାଁ ନିକଟରେ । ଏହି ଗାଁର ବସନ୍ତ ନାମକ ବ୍ୟକ୍ତି ତାଙ୍କ ଛେଳି ଦୁଇଟିକୁ ବାନ୍ଧିଥିଲେ । 
ଛେଳି ଚୋରି କରିବା ପାଇଁ ଆସିଥିବା ଲୋକମାନେ ରାସ୍ତା କଡ଼ରେ ଚରୁଥିବା ଛେଳିକୁ ନେଇ ବ୍ୟାଗରେ ପୁରାଇ ଥିଲେ । ଆଉ ଏହି ସମୟରେ ଛେଳି ଚିତ୍କାର କରିଲା ଆଉ ଛେଳିର ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ଚୋରକୁ ଧରିଥିଲେ । ଆଉ ଚୋର ଠାରୁ ଛେଳି ଉଦ୍ଧାର କରିବା ପରେ ଗ୍ରାମବାସୀ ଏହି ଚୋର ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏବେ ଏହି ଚୋରକୁ ଗିରଫ କରିଛି । ଏହି ଅଞ୍ଚଳରେ ଆଗରୁ ଅନେକ ଚୋରି ହୋଇଛି ଆଉ ଏହାର କାରଣ ଏହି ବ୍ୟକ୍ତିମାନେ ବୋଲି ସନ୍ଦେହ କରାଯାଉଛି ।