Movie prime

ପୋଲିସ ଷ୍ଟେସନରେ ବିଧବା ମହିଳାଙ୍କୁ ବାହା ହେଲେ ଯୁବକ ଦେଖନ୍ତୁ ସୋସିଆଲ ମିଡିଆରେ ଭିଡିଓ ହେଉଛି VIRAL

 
Gh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ଦୁଇଛୁଆର ମାକୁ ଥାନାରେ ସିନ୍ଦୁର ଦେଇ ବିବାହ କରିଛି ପ୍ରେମିକ। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଗୁଳିଗଣା ବ୍ଲକ ଅନ୍ତର୍ଗତ ବଳବାଡିଆ ଅଞ୍ଚଳର ମାନସ ନାମକ ଜଣେ ଯୁବକ ବାରିପଦା ସହରର ରହୁଥିଲେ। ସେହି ସମୟରେ ଦୁଇ ସନ୍ତାନ ଥିବା ଜଣେ ବିଧବା ମହିଳାଙ୍କ ସହିତ ମାନସଙ୍କର ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। 
Bb
ବନ୍ଧୁଗଣ ତା'ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଏତେ ନିବିଡ ହେଲା ଯେ ଶା-ରୀ-ରି-କ ସଂପର୍କ ମଧ୍ୟ ସେ ରଖିଥିଲେ। ହେଲେ କିଛିଦିନ ଧରି ଉଭୟ ବେଶ୍ ହସଖୁସିରେ ରହୁଥିଲେ। ପରେ ପ୍ରେମିକର ମନ ବଦଳି ଯାଇଥିଲା। ପ୍ରେମିକ ମାନସ ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ କରି ବସିଥିଲା। ଆଉ ସେହିଠି ହିଁ ସଂପର୍କ ସ୍ଥାପନ କରିବାକୁ ବସିଥିଲା। ଏକଥା ବିଧବା ମହିଳା ଜଣଙ୍କ ସହି ପାରିଲେ ନାହିଁ। ଶେଷରେ ଥାନାର ଯାଇ ଅଭିଯୋଗ କରିଥିଲେ। 
ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହେଇଥିଲେ ବିଧବା ମହିଳା ଜଣଙ୍କ। ଥାନାର ଦ୍ବାରସ୍ଥ ହେବା ପରେ ପୋଲିସ ପ୍ରେମିକ ମାନସ ଆଉ ବିଧବା ମହିଳାଙ୍କୁ ପାଖକୁ ଡ଼ାକି ବିବାହ କରାଇଥିଲେ। ଦୁହେଁ ଦୁହିଁଙ୍କୁ ଫୁଲମାଳ ପିନ୍ଧେଇବା ସହିତ ବିଧବା ମହିଳାଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଯୁବକ ଜଣଙ୍କ। ଏବଂ ସମସ୍ତଙ୍କ ଆଗରେ କଥା ମଧ୍ୟ ଦେଇଛନ୍ତି ଖୁସିରେ ରଖିବେ ବୋଲି। ଏହି ଘଟଣାଟି ଏବେ ବାରିପଦା ସହର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।