Movie prime

ଛାତ ଉପରେ ଯୁବତୀ କରୁଥିଲେ ରିଲ୍ସ ଅଚାନକ ମାରିଲା ବିଜୁଳି ଆଉ ତା ପରେ କିଛି ହେଲା ଏମିତି

 
Tt
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
 ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣଙ୍କ ରିଲ୍ସ କରୁ କରୁ ଚାଲିଯାଇଥାନ୍ତା ଜୀବନ। ବର୍ଷା ହେଉଥିବା ସମୟରେ ଛତା ଉପରେ ରିଲ୍ସ କରୁ କରୁ ବିଜୁଳି ଘଡଘଡି ମାରିଲା ବେଳେ ଅଳ୍ପକେ ବର୍ତ୍ତି ଗଲେ ଯୁବତୀ ଜଣଙ୍କ। ଫୋନ ଧରି ଛାତ ଉପରେ ରିଲ୍ସ କରିବା ପାଇଁ କ୍ୟାମେରା ଅନ୍ କରୁ କରୁ ହେଇଥିଲା ବଜ୍ରପାତ। ଯୁବତୀ ଜଣଙ୍କ ଦୌଡି ପଳେଇବାରୁ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା। 
Vg
ଯୁବତୀଙ୍କ ସଂପୂର୍ଣ୍ଣ ପାଖରେ ହେଇଥିଲା ଏହି ବଜ୍ରପାତ କିନ୍ତୁ ଅଳ୍ପକେ ବଞ୍ଚିଯାଇଥିଲେ। ସେପଟେ ରିଲ୍ସ ସୁଟ କରିବା ପାଇଁ ଯେଉଁ ମୋବାଇଲ କ୍ୟାମେରା ଅନ୍ ଥିଲା ସେଥିରେ ଏହି ଦୃଶ୍ୟ କଏଦ ହେଇଛି। ଏଭଳି ଏକ ଘଟଣା ଘଟିଥିଲା ବିହାରର ସୀତାମଣି ଜିଲ୍ଲାର ବେଲା ଥାନା ଅନ୍ତର୍ଗତ ସରସିଆ ଅଞ୍ଚଳରେ। ଯେଉଁଠି ଯୁବତୀ ଜଣଙ୍କ ବର୍ଷା ଘଡଘଡିକୁ ନମାନି ଛାତ ଉପରକୁ ଯାଇ ରିଲ୍ସ କରୁଥିଲେ ଆଉ ସେହି ସମୟରେ ମାରିଥିଲା ବିଜୁଳି।
ସରସିଆ ଅଞ୍ଚଳର ରାଘବେନ୍ଦ୍ର ଭଗବତଙ୍କ ଦୁଇଝିଅଙ୍କ ନା ହେଉଛି ମୁଷ୍କାନ ଓ ସାନିଆ। ଦୁଇଜଣ ଝିଅ ରିଲ୍ସ କରିବାକୁ ଛାତ ଉପରକୁ ଯାଇଥିଲେ ଆଉ ସେହି ସମୟରେ ଘଟିଥିଲା ଏଭଳି ଅଘଟଣ। ତେବେ ରାଘବେନ୍ଦ୍ରଙ୍କ ବଡ ଝିଅ ସୁନିତାଙ୍କ ଛାତ ଉପରେ ବଜ୍ରପାତ ହେଇଥିଲା ଫଳରେ ସୁନୀତାଙ୍କ ଘରର ସମସ୍ତ ଇଲଟ୍ରୋନିକ ଜିନିଷ ମଧ୍ୟ ପୋଡ଼ି ଯାଇଥିଲା। ସେପଟେ ନିକଟସ୍ଥ ଟ୍ରାନସ୍ଫର୍ ମଧ୍ୟ ପୋଡ଼ି ଯାଇଥିଲା।