Movie prime

ଆଜିଠାରୁ ୩ଦିନ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ଦେଖନ୍ତୁ ଆସିଲା ବଡ଼ ଖବର

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପାଣିପାଗ ନେଇ ଆସିଥିବା ଖବର ପାଇପାରିବେ । ଏବେ କଡ ଲେଉଟାଇଛି ପାଗ । ଏବେ ପଛକୁ ପଛ ଲଘୁଚାପ ମାଡ଼ି ଆସୁଛି । ଆଉ ଏହି ଲଘୁଚାପରେ ଲୋକମାନେ ବହୁତ ହଇରାଣ ହୋଇଗଲେଣି । ଏବେ ଲୋକମାନେ ଅନେକ ଖରାପ ଅବସ୍ଥା ଭୋଗ କରୁଛନ୍ତି ।
Vg
ଏବେ ପ୍ରବଳ ବର୍ଷାରେ ଲାଗିବ ବ୍ରେକ୍ । ପ୍ରବଳ ବର୍ଷା ସାଙ୍ଗକୁ ଲଘୁଚାପ ଅସ୍ତବ୍ୟସ୍ତ କରି ଦେଉଛି ଜନଜୀବନ । ବନ୍ୟାପାଣିରେ ଉବୁଟୁବୁ ହେଉଛି ଓଡ଼ିଶା । ଏବେ ବର୍ଷା ନହେବା କାରଣରୁ ଜଳସ୍ତର କମିବାକୁ ଯାଉଛି । ଏବେ ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତିକର ଖବର ଆସିଛି । ଏବେ ବର୍ଷା କମିବା ସହ ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ । ଆଜି ଠାରୁ ପ୍ରବଳ ବର୍ଷାରେ ଲାଗିଛି ବ୍ରେକ । ଆସନ୍ତା ୧୪ ତାରିଖରୁ ପୁଣି ବର୍ଷା ହେବ ବୋଲି ସୂଚନା ମିଳିଛି । ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
Gg
ବ୍ୟାପ୍ତ ମନସନ୍ ଡ୍ରାଫ୍ଟ ଦକ୍ଷିଣ ଉତ୍ତର ପୂର୍ବ ବଙ୍ଗୋପସାଗର ଦକ୍ଷିଣ ପୂର୍ବ ଯାଏଁ ସକ୍ରିୟ ରହିଛି । ଆଉ ଏହାସହ ମୌସୁମୀ ମଧ୍ୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ତିନିଦିନ ଯାଏଁ ରାଜ୍ୟରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆସନ୍ତା ୧୪ ତାରିଖରୁ ଅଧିକ ପରିମାଣରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୪ ତାରିଖରେ ତିନୋଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 
ମୟୂର, କେନ୍ଦୁଝର ଏବଂ ବାଲେଶ୍ଵର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୫ ତାରିଖରେ ଉତ୍ତର ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୧୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବା ସହ ବର୍ଷାର ପରିମାଣ ବଢିପାରେ । ଏବେ ଉପର ମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଜଳଭଣ୍ଡାରରେ ପାଣି କମ୍ ହୋଇଥିବା ସୂଚନା ମିଳିଛି । ହୀରାକୁଦର ଚାରୋଟି ଗେଟ୍ ବନ୍ଦ ହୋଇଛି । ଏବେ କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।