Movie prime

ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ସାମ୍ନାକୁ ଆସିଲା ନୂଆ ଭାଇରସ ଦେଖନ୍ତୁ ଗ-ର୍ଭ-ବ-ତୀ ଙ୍କ ପାଇଁ ଘୋର ବିପଦ !!

 
Hg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗ-ର୍ଭ-ବ-ତୀ ମହିଳାଙ୍କୁ ସତର୍କ କରାଇଲାଣି ସ୍ୱାସ୍ଥ୍ୟ ବିଭାଗ। ମାଡି ଆସୁଛି କୋ-ର-ନା ଠାରୁ ବି ଆହୁରି ଭୟଙ୍କର ଭା-ଇ-ର-ସ। ଆଗୁଆ ସତର୍କ କଲାଣି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ସାରା ବିଶ୍ୱ କୋ-ର-ନାର କରାଳ ରୂପ ଦେଖି ସାରିଛି। ଯାହାର ଭୟାବହତା ଏବେବି ଲେକଙ୍କ ମନରୁ ଲିଭିନି। ଆଜିବି ପୁରା ବିଶ୍ୱ କୋ-ର-ନା ଭା-ଇ-ର-ସ ଠାରୁ ମୁକୁଳି ପାରିନି, ଆଉ ଏହି ସମୟରେ ଓଡିଶାକୁ ଡରାଇଲାଣି ଆଉ ଏକ ନୂଆ ଭା-ଇ-ର-ସ। 
Nh
ବନ୍ଧୁଗଣ ବର୍ତମାନ ଓଡ଼ିଶାର ୨ ଶିଶୁ ରୁ-ବେ-ଲା ଭା-ଇ-ର-ସ୍‌ରେ ଆକ୍ରାନ୍ତ ହେବା ପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି।ଏପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଏହାକୁ ନେଇ ସତର୍କ କରିଛି।
ବିଶେଷକରି ଗ-ର୍ଭ-ବ-ତୀମାନେ ଅଧିକ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ଗ-ର୍ଭ-ବ-ତୀ ମହିଳାଙ୍କଠାରେ ରୁବେଲା ହେଲେ ସେମାନଙ୍କ ସନ୍ତାନଙ୍କ କ୍ଷେତ୍ରରେ ଜନ୍ମରୁ ଏହି ଭାଇରସ ଦେଖାଦେଇଥାଏ। 
ଶରୀର କୁଣ୍ଡେଇ ହୋଇ ନାଲିଦାଗ ଫଳିଲେ କିମ୍ବା ଜ୍ୱର ହେଲେ ଗ-ର୍ଭ-ବ-ତୀ ମହିଳାମାନେ ତୁରନ୍ତ ଟେଷ୍ଟିଂ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ରୋଗକୁ ନେଇ କେହି ଭୟଭୀତ କି ଆତଙ୍କିତ ହେବାର ଆବଶ୍ୟକତା ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
Hh
ଆର୍‌ଆର୍‌ଟି ଟିମ୍‌ ସର୍ଭେଲାନ୍ସ କରୁଛି। ଇମ୍ୟୁନାଇଜେଶନକୁ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ୧ବର୍ଷ, ୬ ବର୍ଷ ଓ ୮ ବର୍ଷ ପିଲାଙ୍କ ଭିତରେ ଏହି ଭା-ଇ-ର-ସ୍‌ ବଢ଼ୁଥିବା ଦେଖାଯାଉଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବେଶି ଗୁରୁତ୍ୱ ଦିଆଯାଉଛି। 
ତେବେ ଆଉ ଅଧିକ ନୂଆ ମାମଲା ଆସିନାହିଁ। ଏଯାଏ ମୋଟ୍‌ ୧୮ ନମୁନାରୁ ୨ଟି ରୁ-ବେ-ଲା ପଜିଟିଭ ଓ ଜଣେ ମି-ଳି-ମି-ଳା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷେ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୧୮ ରୋଗୀଙ୍କ ଦେହରେ ଜ୍ୱର ଓ ରାସେସ୍‌ ଲକ୍ଷଣ ଥିଲା। ମାତ୍ର ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।