Movie prime

ସଲମାନ ଖାନଙ୍କ ଜୀବନ ପ୍ରତି ରହିଛି ବିପଦ ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବଲିଉଡ ଜଗତର ଅଭିନେତା ସଲମାନ୍ ଖାନଙ୍କୁ ତ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତା ଜଣଙ୍କୁ ଅନେକ ଥର କେହି ମାରିଦେବାକୁ ଉଦ୍ୟମ କରି ସାରିଲାଣି । ଆଉ ଏହି ଖବର ବିଷୟରେ ଆପଣମାନେ ତ ଦେଖିଥିବେ । 
Bh
ସଲମାନ୍ ଖାନଙ୍କୁ ପୂର୍ବରୁ ତାଙ୍କର ଶତ୍ରୁ ମାରିବାକୁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଥିଲେ । ଆଉ ଏବେ ପୁଣି ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆସିଛି ଖବର । ଏହି ଗୁଣ୍ଡା ଜଣକ ପାକିସ୍ତାନରୁ ବନ୍ଧୁକ ଆଣିଥିଲେ । ଆଉ ଏହି ବନ୍ଧୁକରେ ସେ ସଲମାନ୍ ଖାନଙ୍କୁ ଗୁଳି କରିବେ ବୋଲି ଭାବିଥିଲେ । ପାକିସ୍ତାନ ଦେଶର AK 47 ବନ୍ଧୁକରେ ମରି ଯାଇଥାନ୍ତେ ସଲମାନ୍ ଖାନ୍ । ସେ ଗାଡ଼ିରେ ଯାଉଥିବା ସମୟରେ ତାଙ୍କ ଉପରେ ହୋଇଥାନ୍ତା ଆକ୍ରମଣ ।
Gh
ଗାଡ଼ିରେ ଯାଉଥିବା ବେଳେ ହୋଇଥାନ୍ତା ଆକ୍ରମଣ । ଆଉ ସିଦ୍ଧୁ ମତୱାଲାଙ୍କ ପରି ତାଙ୍କର ଜୀବନ ବି ଚାଲି ଯାଇଥାନ୍ତା । ସେ ଅଳ୍ପକେ ବଞ୍ଚିଗଲେ । ଯୁଦ୍ଧ ପାଇଁ ବ୍ୟବହାର ହେଉଥିବା ବନ୍ଧୁକରେ ଗୁଳି କରି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା ଗ୍ୟାଙ୍ଗଷ୍ଟର । ବାରମ୍ବାର ମାରିବାକୁ ଚେଷ୍ଟା କରୁଛି କିନ୍ତୁ କାମରେ ବିଫଳ ହେଉଛି । ପୋଲିସ ଥାନାରେ ଥିବା ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଷ୍ଣୋଇ ସଲମାନ୍ ଖାନଙ୍କୁ ମାରିବାକୁ କରିଥିଲା ଷଡ଼ଯନ୍ତ୍ର । ଏବେ ତାଙ୍କ ଟାର୍ଗେଟରେ ସୁପରଷ୍ଟାର ସଲମାନ୍ ଖାନ୍ ରହିଥିବା ବେଳେ ଅନେକ କଥା ସାମ୍ନାକୁ ଆସୁଛି । 
ଏବେ ଭୟରେ ରହିଛନ୍ତି ଅଭିନେତା ସଲମାନ୍ ଖାନ୍ । ସେ ନିଜର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି । ଆଗରୁ ସେ ସାଧାରଣ କାର ଚଢ଼ୁଥିବା ବେଳେ ଏବେ ସେ ବୁଲେଟ ପ୍ରୁଫ କାର ଚଢ଼ୁଛନ୍ତି । ଏବେ ଏହି ଅଭିନେତା ଜଣଙ୍କୁ ମାରିବା ପାଇଁ ପାକିସ୍ତାନରୁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଏମ ୬୦ ଏବଂ AK 47ଆଦି ବନ୍ଧୁକ ମଗାଇଥିଲେ । ଏପ୍ରିଲ ମାସ ୧୪ ତାରିଖରେ ସଲମାନ୍ ଖାନଙ୍କ ଘର ଆଗରେ ବ୍ଲାଙ୍କ ଫାୟାରିଂ ହୋଇଥିଲା । ଆଉ ଏବେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ସଲମାନ୍ ଖାନଙ୍କ ଘର କିମ୍ବା କାର ଉପରେ ଆକ୍ରମଣ ହୋଇଥାନ୍ତା ବୋଲି ସୂଚନା ମିଳିଛି ।