Movie prime

ଆସିଲା ସତର୍କ ସୂଚନା ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା ଦେଖନ୍ତୁ ଏବେ ଏବେ ଆସିଲା ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ପାଣିପାଗ ବିଷୟରେ କିଛି ଖବର ଜାଣିପାରିବେ । ପାଣିପାଗ ବିଭାଗ ପକ୍ଷରୁ ଏବେ ସୂଚନା ମିଳିଛି । ଏବେ ଏଭଳି କିଛି ଖବର ଆସିଛି ଯାହା ଜାଣିବା ଦରକାର । ଆଗକୁ ଆଉ ତିନିଦିନ ନାହିଁ ନିସ୍ତାର । ଏହି ତିନିଦିନ ବର୍ଷା ହେବାକୁ ଯାଉଛି ।
Yy
ଆଗାମୀ ତିନିଦିନ ଯାଏଁ ନାହିଁ ନିସ୍ତାର । ଏବେ ତିନିଦିନ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ତିନିଦିନ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।
ଦେଶରେ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ଆଉ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏବେ ପାଣିପାଗ ବଦଳିବାକୁ ଯାଉଛି ଆଉ ଏହି ପାଣିପାଗ ବଦଳିବା ସହିତ ଲୋକମାନଙ୍କର ସ୍ବାସ୍ଥ୍ୟରେ ମଧ୍ୟ କିଛି ପରିବର୍ତ୍ତନ ଆସିଛି । ପାଣିପାଗ ବଦଳି ଯାଉଛି ।
କେତେବେଳେ ବର୍ଷା ହେଉଛି ତ ଆଉ କେତେବେଳେ ଖରା ଅନୁଭୂତ ହେଉଛି । କେତେବେଳେ କାଳବୈଶାଖୀ ବର୍ଷା ତାଣ୍ଡବ ରଚି ଯାଉଛି ତ ଆଉ କେତେବେଳେ ଖରା ଦେଖିବାକୁ ମିଳୁଛି । ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ସହ ଆଉ କିଛି ଜିଲ୍ଲାରେ ପ୍ରବଳ ଉତ୍ତାପ ଦେଖିବାକୁ ମିଳୁଛି ।
Hh
ଆଇଏମଡି ହିସାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ମେ ୩୧ ତାରିଖ ସୁଦ୍ଧା କେରଳ ଛୁଇଁ ପାରିବ ବୋଲି ଜଣାପଡିଛି । ପାଣିପାଗ ବିଭାଗ ଅନୁସାରେ ପୂର୍ବ ସପ୍ତାହରେ ଦିଲ୍ଲୀର ସହରରେ ସବୁଠାରୁ ଅଧିକ ଉତ୍ତାପ ଥିଲା । 
ଶୁକ୍ରବାର ଠାରୁ ଦିଲ୍ଲୀର ତାପମାତ୍ରା ୪୪ ଡିଗ୍ରୀ ରହିବ ବୋଲି ଜଣାପଡିଛି । ଉତ୍ତର ଦିଗରେ ପ୍ରବଳ ଉତ୍ତାପ ହେବ ବୋଲି ସୂଚନା ମିଳୁଥିବା ବେଳେ ଦକ୍ଷିଣ ଅଞ୍ଚଳରେ ବର୍ଷା ହେବ ବୋଲି ସୂଚନା ମିଳିଛି । ୧୮ ଏବଂ ୧୯ ମେ ରେ ଏହି ଉତ୍ତାପ ଦେଖାଯିବ ବୋଲି ସୂଚନା ମିଳିଛି ।
ତାମିଲନାଡୁ, ପଣ୍ଡିଚେରୀ, ରାୟଗଡ଼ା, କେରଳ ଏବଂ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଉପକୂଳ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି । ଏଭଳି ଅନେକ ରାଜ୍ୟରେ ଉତ୍ତାପ ହେବା ସହ ଆଉ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ଖବର ଆସିଛି ।