Movie prime

ରାଇଡ କ୍ୟାନସଲ କରିବାରୁ ମହିଳାଙ୍କୁ ସେକିଲେ କ୍ୟାବ ଡ୍ରାଇଭର ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମହିଳା ରାଇଡ୍ କ୍ୟାନ୍ସଲ କରିବା କାରଣରୁ କ୍ୟାବ୍ ଡ୍ରାଇଭର ପଠାଇଲା ଅ-ଶ୍ଳୀ-ଳ ଫଟୋ ଓ ଭିଡିଓ। ଜଣେ ମହିଳା ଟ୍ୟାକ୍ସି ପାଇଁ କରିଥିବା ବୁକିଂ କ୍ୟାନସଲ କରିବାରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ଅ-ଶ୍ଳୀ-ଳ ଫଟୋ ଓ ଭିଡିଓ ପାଇଥିବା ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି ବାଙ୍ଗାଲୋର ସହରରେ। ଏହି ୩୨ ବର୍ଷ ବୟସ୍କ ମହିଳା ଜଣକ ନିଜ କୁନି ଝିଅକୁ ସ୍କୁଲରୁ ଆଣିବା ପାଇଁ ଏକ ଟ୍ୟାକ୍ସି ବୁକିଂ କରିଥିଲେ। ହେଲେ ଟ୍ୟାକ୍ସି ପାଇଁ ପ୍ରାୟ ୧୦ ମିନିଟ୍ ଅପେକ୍ଷା କରିବା ପରେ ଟ୍ୟାକ୍ସି ଆସିନଥିଲା। 
Bv
ମହିଳାଙ୍କ ସହିତ ଥିବା ୯ ମାସର ଝିଅ ବାରମ୍ବାର କାନ୍ଦିବାରୁ ମହିଳା ଜଣକ ବାଧ୍ୟ ହୋଇ ବୁକିଂ କ୍ୟାନସଲ କରି ଏକ ଅଟୋ ଭଡାରେ ନେଇ ଚାଲିଯାଇଥିଲେ। ଏଥିପାଇଁ କ୍ୟାନସଲ ଫି ବାବଦକୁ ୬୦ ଟଙ୍କା ପେମେଣ୍ଟ ମଧ୍ୟ କରିଥିଲେ। ହେଲେ ଟ୍ୟାକ୍ସି ଡ୍ରାଇଭର ଜଣକ ଏଥିରେ କ୍ରୋଧାନ୍ୱିତ୍ୱ ହୋଇ ମହିଳାଙ୍କ ବୁକିଂ ନମ୍ବର ବାହାର କରି ହ୍ୱାଟ୍ସଆପରେ ଅ-ଶ୍ଳୀ-ଳ ଫଟୋ ଓ ଭିଡିଓ ପଠାଇଥିଲେ। ଖାଲି ସେତିକି ନୁହେଁ ମହିଳାଙ୍କୁ ବାରମ୍ବାର କଲ୍ କରି ମେସେଜ ଦେଖିବାକୁ କହିଥିଲେ। ମହିଳା ଜଣଙ୍କ ପୋଲିସ କେସ ଦାୟର କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରିଛି। 
Gg
ବନ୍ଧୁଗଣ ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଚାପୁଡା ମାରିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ବେଙ୍ଗାଲୁରୁରେ ଘଟିଛି। ଜଣେ ଅଟୋ ଚାଳକ ୨ ଜଣ ଯୁବତୀଙ୍କ ସହ ଦୁ-ର୍ବ୍ୟ-ବ-ହା-ର କରିବା ସହ ଜଣଙ୍କୁ ଚାପୁଡା ମାରିଛନ୍ତି। କୁହାଯାଉଛି କି ରାଇଡ୍ କ୍ୟାନ୍ସଲ କରିବା ପରେ ଅଟୋ ଚାଳକ ରାଗିଗଲେ ଏବଂ ଯୁକ୍ତିତର୍କ କରିବା ସମୟରେ ଜଣେ ଯୁବତୀଙ୍କୁ ଚାପୁଡା ମାରିଦେଲେ। 
ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ନଜର ଆସୁଛି କି ଅଟୋ ଚାଳକ ଉଚ୍ଚ ସ୍ବରରେ ଅନ୍ୟ ଏକ ଅଟୋରେ ବସିଥିବା ଯୁବତୀଙ୍କ ସହ ଯୁକ୍ତି କରୁଛନ୍ତି। ଅଟୋ ଚାଳକ ରାଇଡ୍ ରଦ୍ଦ ହେବା ପରେ ତାଙ୍କ ଉପରେ ରାଗିଯାଇ ଯୁକ୍ତିତର୍କ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଛନ୍ତି ଏବଂ ବେଙ୍ଗାଲୁରୁ ପୁଲିସକୁ ସେହି ଅଟୋ ଚାଳକଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।