Movie prime

୨୩ ତାରିଖରୁ ହେବାକୁ ଯାଉଛି ବଡ ଲଘୁଚାପ ଦେଖନ୍ତୁ ପ୍ରଭାବିତ ହେବେ ଏହିସବୁ ଜିଲ୍ଲା

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇ ପାରୁଛନ୍ତି ।
ଆପଣମାନେ ଏବେ ପାଣିପାଗକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏବେ ଏହି ଭିଡିଓରେ ପାଣିପାଗ ବିଷୟରେ ଜାଣନ୍ତୁ ସବୁ ଖବର । ପାଣିପାଗ ବିଭାଗ ପକ୍ଷରୁ ଆସିଲା ଏକ ବଡ ଅପଡେଟ ।
Gg
ମାଡ଼ି ଆସୁଛି ବଡ ଲଘୁଚାପ । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ଏବେ ଖବର ଆସୁଛି । ଗର୍ଜନ କରି ମାଡ଼ି ଆସୁଛି ବର୍ଷା । କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଆଉ ଅନେକ କିଛି କ୍ଷୟକ୍ଷତି ହେବ ବୋଲି ସୂଚନା ମିଳିଛି ।
ଗର୍ଜନ କରି ଏବେ ମାଡ଼ି ଆସିବ ବର୍ଷା । ଏବେ ତ କାଳବୈଶାଖୀ ନେଇ ଆସୁଥିବା ଖବର ଆପଣମାନେ ଜାଣି ପାରୁଥିବେ । ଏବେ ଲଘୁଚାପକୁ ନେଇ ଆସିଥିବା ଖବର ଆପଣମାନେ ପାଇପାରିବେ । ଏବେ ତାଠାରୁ ବଡ ଖବର ଆସିଛି ବୋଲି ଜଣାପଡିଛି । 
ଏକ ବଡ ଲଘୁଚାପ ଆସୁଛି ଆଉ ଏହି ଲଘୁଚାପ ଅନେକ ଜିଲ୍ଲାକୁ ହେବ ବୋଲି ସୂଚନା ମିଳିଛି । ଏବେ ସମୁଦ୍ର ଭିତରେ ଗର୍ଜନ କରି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ମାଡ଼ି ଆସୁଛି କଳା ହାଣ୍ଡିଆ ମେଘ ।
Hh
ଏବେ ତୁହା କୁ ତୁହା ମେଘ ମାଡି ଆସୁଛି । ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ବି ରହିଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଆଉ ଲଘୁଚାପ ଯୋଗୁଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 
ଆସନ୍ତା ୨୧ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ହେବ ଆଉ ୨୩ ତାରିଖ ସୁଦ୍ଧା ଏହା ଲଘୁଚାପ ହୋଇପାରେ ବୋଲି ସୂଚନା ମିଳିଛି । ଏହା ଗଭୀର ଅବପାତର ରୂପ ନେଇପାରେ ବୋଲି ଏବେ ଖବର ଆସିଛି ।
ଉତ୍ତର ଆଣ୍ଡମାନରେ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏଥର ବର୍ଷା ସ୍ଵାଭାବିକ ରହିବ । ଦୁଇ ରୁ ଚାରିଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ସନ୍ଧ୍ୟାରେ ରୂପ ଦେଖାଇବ ଲଘୁଚାପ ।