Movie prime

ଘରେ ସ୍ତ୍ରୀ ଥାଉ ଥାଉ ୧୯ ବର୍ଷୀୟା ଝିଅ ସହ ସେ-କ୍ସ କଲା ଏହି ହିରୋ..ଯୁବତୀ କହିଲା - ଆମେ ୧୦ ବର୍ଷ ହେଲାଣି ମସ୍ତି କରି ଆସୁଛୁ.. ଅସୁବିଧା କଣ..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନୂଆଦିଲ୍ଲୀ ହ-ତ୍ୟା ମାମଲାରେ ଜେଲରେ ଥିବା ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ ଅନ୍ୟ ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଏବେ ସେହି ଅଭିନେତା ଜଣକ ସହ ତାଙ୍କର ପତ୍ନୀ ବିଜୟଲକ୍ଷ୍ମୀ ମଧ୍ୟ ଜଡିତ ଥିବା କଥା ଜଣା ପଡ଼ିଛି। ଏହି ମାମଲା ସମ୍ପର୍କରେ ଜାଣିବା ପରେ ଏବେ ଗଣମାଧ୍ୟମରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Hh
ଖବର ମୁତାବକ ବନବିଭାଗ ତାଙ୍କୁ ଦୁଇ ଦିନ ମଧ୍ୟରେ ତାଙ୍କୁ ଚାର୍ଜସିଟ୍ ଦାଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସ୍ଵତନ୍ତ୍ର ପ୍ରଜାତିର ବତକ ମାନଙ୍କର ବେଆଇନ ପ୍ରଜନନ ମାମଲାରେ ଏବଂ ଶୁଣାଣିରେ ହାଜର ନହେବା ମାମଲାରେ ଚାର୍ଜ ଚାର୍ଜସିଟ୍ ଦାଖଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଞ୍ଚ ପାଞ୍ଚଟି ବିଜ୍ଞପ୍ତି ସତ୍ତ୍ୱେ ମଧ୍ୟ ଅଭିନେତା ଦର୍ଶନ ଶୁଣାଣିରେ ଯାଇ ନଥିବା ଶୁଣିବାକୁ ମିଳିଛି। ଏବଂ ତାଙ୍କର ପତ୍ନୀ ମଧ୍ୟ ଯାଇ ନଥିଲେ।
Bv
ଏହାକୁ ନେଇ ଏବେ ବର୍ତ୍ତମାନ୍ ସମୟରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ବାରମ୍ୱାର କୋର୍ଟ ର ନୋଟିସ ସତ୍ତ୍ୱେ ମଧ୍ୟ ସେମାନେ ହଜାର ହୋଇ ନଥିଲେ। ଯାହା ଫଳରେ ଦୁଇ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ କୁହା ଯାଇଛି। ଏହି ଘଟଣା ସମ୍ପର୍କରେ ଏବେ ସାରା ଅଞ୍ଚଳରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ମାଇସୋର ଜିଲ୍ଲାର ନରସିଂହପୁର ରେ ଏଭଳି ଘଟଣା ଘଟି ଯାଇଛି। ଦର୍ଶନ ଏକ ଫାର୍ମରେ ବତକ ମାନଙ୍କୁ ରଖିଥିଲେ।
ଏବେ ଏହି ଘଟଣା ସଂପର୍କରେ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ପୂର୍ବରୁ ସେ ଏକ ହ-ତ୍ୟା ମାମଲାରେ ଗିରଫ ହୋଇ ଯାଇଥିବା ବେଳେ ଏବେ ପୁଣି ଥରେ ସେ ଆଉ ଏକ ମାମଲାରେ ଫସି ଯାଇଛନ୍ତି। ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।