Movie prime

ଦୀର୍ଘଦିନର ଅପେକ୍ଷା ପରେ ଭେଟ ହେଲେ ଏହି ଲୋକପ୍ରିୟ ଯୋଡ଼ି !! ଦେଖନ୍ତୁ ଏବେ ଏବେ ଆସିଲା ବଡ ଖବର

 
Gh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଓଲିଉଡ ଜଗତକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ ।
Hh
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଅଭିନେତ୍ରୀ ରଚନା ବାନାର୍ଜୀ ଏବଂ ଅଭିନେତା ସିଦ୍ଧାନ୍ତଙ୍କ ଯୋଡିକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି । ଏହି ଅଭିନେତା ଆଉ ଅଭିନେତ୍ରୀଙ୍କ ଫିଲ୍ମ୍ ଦେଖିବାକୁ ଲୋକମାନଙ୍କର ଭିଡ ରହିଥାଏ । ଏବେ ଆଉ ଫିଲ୍ମ୍ କରୁ ନାହାନ୍ତି ଏହି ଯୋଡ଼ି ।
ଦର୍ଶକମାନେ ଅଭିନେତା ସିଦ୍ଧାନ୍ତ ଆଉ ଅଭିନେତ୍ରୀ ରଚନାଙ୍କ ଯୋଡିକୁ ବେଶ୍ ପସନ୍ଦ କରିଥାନ୍ତି । ୨୦୦୪ ମସିହା ପରଠାରୁ ଏହି ଅଭିନେତା ଆଉ ଅଭିନେତ୍ରୀ ଫିଲ୍ମ୍ କରୁ ନାହାନ୍ତି କି ଏକାଠି ନଜର ମଧ୍ୟ ଆସୁ ନାହାନ୍ତି ।ଏବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅଭିନେତ୍ରୀ ରଚନାଙ୍କୁ ଦେଖା କରିଛନ୍ତି ।
Ty
୯୦ ଦଶକରେ ଏହି ସୁପରଷ୍ଟାର ଯୋଡ଼ି ଥିଲେ ଏହି ଯୋଡି । ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । କୌଣସି ତିକ୍ତତା କାରଣରୁ ଓଲିଉଡ ଅଭିନେତ୍ରୀ ରଚନା ଆଉ ସିଦ୍ଧାନ୍ତ ଅଲଗା ହୋଇ ଯାଇଥିଲେ । 
ଅଲଗା ହେବା ପରେ ଓଲିଉଡ ଜଗତ ଛାଡ଼ି ବେଙ୍ଗୋଲି ସିନେମା ଜଗତକୁ ଚାଲି ଯାଇଥିଲେ ଏହି ଅଭିନେତ୍ରୀ ଜଣକ । ଏହା ପରଠାରୁ ସେ ଓଲିଉଡ ଜଗତରେ ନଜର ଆସି ନଥିଲେ । ଏବେ ଦର୍ଶକମାନେ ତାଙ୍କୁ ଏକାଠି ଦେଖିବାକୁ ଚାହିଁ ରହିଛନ୍ତି ।
ଏବେ ଖବର ଆସିଛି କି ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀ ଏକାଠି ଫିଲ୍ମରେ ନଜର ଆସି ପାରନ୍ତି । ଏହି ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଆଉ ଏବେ ତାଙ୍କ ଯୋଡ଼ି ପୁଣି ନଜର ଆସିବା ଖବର ଶୁଣି ଖୁସି ଅଛନ୍ତି ଦର୍ଶକ । ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।