Movie prime

ଆଧାର କାର୍ଡରେ ଏହି ଛୋଟିଆ ଭୁଲ ପଡିପାରେ ମହଙ୍ଗା ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଧାର କାର୍ଡ ଏବେ ଆମ ପାଇଁ ସବୁଠୁ ଅଧିକ ଜରୁରୀ । ଆଧାର କାର୍ଡ ଆମ ଭାରତୀଙ୍କର ଏକ ସ୍ୱତନ୍ତ୍ର ପରିଚୟ ପତ୍ର । ଏଥିରେ ଏକ ୟୁନିକ୍ ନମ୍ବର ରହିଛି । ଯାହାଦ୍ୱାରା ଆମେ ସରକାରଙ୍କ ଦ୍ୱାରା ଜନହିତକର ଯୋଜନାର ଫାଇଦା ନେଇପାରିବା । ତେବେ ବିଭିନ୍ନ କ୍ଷେତ୍ରରେ ଏବେ ଆଧାର କାର୍ଡ ବ୍ୟବହାର କରାଯାଉଛି । ସବୁଠୁ ପ୍ରଥମେ ପରିଚୟ ପତ୍ର ହିସାବରେ ଆଧାର କାର୍ଡ ହିଁ ଖୋଜୁଛନ୍ତି ।
Hh
ବର୍ତମାନ ସମୟରେ ଆଧାର କାର୍ଡ ସରକାରୀ ଯୋଜନାର ଲାଭ ଉଠାଇବା ସହ ସ୍କୁଲ୍ କଲେଜ୍ ର ଆଡମିସନ୍ ପାଇଁ ବ୍ୟବହାର କରାଯାଏ। ଦେଶରେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ଅନେକ ସମୟରେ ଲୋକେ କେତେବେଳେ ବାସସ୍ଥାନ ବଦଳାନ୍ତି ସେମାନଙ୍କୁ ଆଧାର କାର୍ଡ ରେ ମଧ୍ୟ ଆଡ୍ରେସ ଅପଡେଟ୍ କରିବାକୁ ପଡ଼ିଥାଏ। ଆଧାର କାର୍ଡ ରେ ଆଡ୍ରେସ ଅପଡେଟ୍ କରିବା ପାଇଁ ୫୦ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। 
Hh
କିନ୍ତୁ ଏହି ପ୍ରକିୟାରେ ଛୋଟିଆ ଭୁଲ ଆପଣଙ୍କୁ ମାହାଙ୍ଗା ପଡିପାରେ। ଏହି ଭୁଲ ପାଇଁ ସାଧାରଣ ଲୋକଟିଏ ଅନେକ ସମସ୍ୟାରେ ମଧ୍ୟ ପଡ଼ିଥାଏ । ସରକାରୀ ଯୋଜନାର ଫାଇଦା ନେବାରୁ ସେ ବଞ୍ଚିତ ହୋଇଥାଏ। ଯଦି ଆପଣା ଏଡ୍ରେସ ଅପଡେଟ କରିବାରେ ଭୁଲ କିମ୍ବା ଅମାନ୍ୟ ତଥ୍ୟ ଦେଇଥାନ୍ତି ତେବେ ଆପଣଙ୍କ ଆବେଦନ ଗ୍ରହଣନିୟ ହେବ ନାହିଁ। ଆଉ ପଇସା ମଧ୍ୟ ଫେରସ୍ତ ହେବ ନାହିଁ। ଏହାର ଅର୍ଥ ହେଉଛି ଯେ, ଆପଣଙ୍କ ପଇସା ଯିବ କିନ୍ତୁ ଏଡ୍ରେସ୍ ଅପଡେଟ ହେବ ନାହିଁ। 
ସେଥିପାଇଁ ଆପଣ ଯେତେବଳେ ଏଡ୍ରେସ୍ ଅପଡେଟ ପାଇଁ ଭାବୁଛନ୍ତି ତେବେ ଠିକ୍ ଅପଡେଟ ଦିଅନ୍ତୁ। ଯାହାଦ୍ବାରା ବିନା କୌଣସି ସମସ୍ୟାର ଆପଣଙ୍କ ଆଧାର କାର୍ଡ ଅପଡେଟ ହେଇପାରିବ। ଏବଂ ଆଧାର କାର୍ଡ ସାହାଯ୍ୟରେ ସରକାରୀ ସେବା ବା ଅନ୍ୟାନ୍ୟ କାର୍ଯ୍ୟ ସହଜରେ ହେଇପାରିବ। ଏଥିରେ ଟିକେ ଭୁଲ୍ ପାଇଁ ଆପଣଙ୍କ ସମୟ ଆଉ ଟଙ୍କା ଉଭୟ ବର୍ବାଦ ହୋଇପାରେ। ଏମିତିକି ଆପଣଙ୍କର ଜରୁରୀ କାମ ମଧ୍ୟ ଅଟକି ଯାଇପାରେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.