Movie prime

ସୋସିଆଲ ମିଡିଆରେ ଘୁରି ବୁଲୁଛି ମୁକେଶ ଆମ୍ବାନୀଙ୍କ ସହ ବୋହୂ ରଧିକାଙ୍କ ଏହି ଭିଡିଓ

 
Bv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ମୁକେଶ ଅମ୍ବାନୀଙ୍କୁ ତ ଜାଣିଥିବେ । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ମୁକେଶ ଅମ୍ବାନୀ ସମସ୍ତଙ୍କ ସାମ୍ନାରେ ଏ କଣ କରିଦେଲେ ଯାହାକୁ ନେଇ ଏବେ ଅନେକ ଖବର ଆସୁଛି । ତାଙ୍କ ସାନ ବୋହୂ ସହିତ ଏଭଳି କଣ କରିଲେ ମୁକେଶ ଅମ୍ବାନୀ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। ମୁକେଶ ଅମ୍ବାନୀ ସାନ ବୋହୂର ଅଣ୍ଟା ଧରି ପକାଇଛନ୍ତି ।
Gg
ଆଉ ଏହି ଦୃଶ୍ୟ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଏଭଳି କିଛି କହିଛନ୍ତି । ନିକଟରେ ରାଧିକା ଆଉ ଅନନ୍ତ ଆମ୍ବନୀଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଅବସରରେ ଅନେକ ବ୍ୟକ୍ତିଗଣ ବିଶେଷ ସାମିଲ ହୋଇଥିଲେ । ଆଉ ଏହି ଅବସରରେ ପରେ ତାଙ୍କ ଘରେ ଉତ୍ସବ ପାଳିତ ହୋଇଥିଲା । ଅମ୍ବାନୀଙ୍କ ଘରେ ଗଣପତି ଉତ୍ସବ ପାଳିତ ହୋଇଥିଲା । ସେମାନେ ପୂଜା ଭଲରେ କରିଥିଲେ ଆଉ ଏହାସହ ବିଦାୟ ମଧ୍ୟ ଭଲରେ ଦେଇଥିଲେ । 
Yy
ଗଣପତି ଉତ୍ସବର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଗଣେଶ ଉତ୍ସବ ବେଳେ ମୁକେଶ ଅମ୍ବାନୀ ଏବଂ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ସାନ ବୋହୂ ରାଧିକା ମରଚାଣ୍ଟ ଏବଂ ବଡ ବୋହୂ ସ୍ଲୋକା ଅମ୍ବାନୀ ଲାଲ ବାହାଦୁର ଦୂରାଚାନ୍ଦଙ୍କ ଦର୍ଶନ କରିବାକୁ ଯାଇଥିଲେ ଆଉ ଏହାର ଫଟୋ ସୋସିଆଲ ମିଡ଼ିଆରେ ସାମ୍ନାକୁ ଆସିଥିଲା । ଏହଭିତରେ ଭକ୍ତମାନଙ୍କ ଭିଡ ଭିତରେ ଅମ୍ବାନୀ ପରିବାର ଫଟୋ ମଧ୍ୟ ଉଠାଇଥିଲେ । ଆଉ ଏହି ଫଟୋରେ ଏଭଳି କିଛି ଦେଖିବାକୁ ମିଳିଥିଲା ।
ମନ୍ଦିର ଭିତରେ ରାଧିକା ଟିକେ ଆଗରେ ଥିଲେ । ଆଉ ଏହି ସମୟରେ ମୁକେଶ ଅମ୍ବାନୀ ତାଙ୍କ ସାନ ବୋହୂର ଅଣ୍ଟା ଧରି ଟାଣି ଆଣିଥିଲେ । ଏହି ଫଟୋ ଏବେ ସାମ୍ନାକୁ ଆସିବା ପରେ ଅନେକ କଥା ସାମ୍ନାକୁ ଆସୁଛି । ଏହି ଭିଡିଓ ଏବେ ସହସ୍ତଙ୍କ ମନରେ ଅନେକ କଥା ଆଣୁଛି । ଏହି ଭିଡିଓ ଦେଖି ଲୋକମାନେ ଅନେକ କଥା କହୁଛନ୍ତି । ଏହି ଭିଡିଓ ଦେଖିବା ପରେ କିଛି ଲୋକ ମୁକେଶ ଅମ୍ବାନୀ ଏଭଳି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ମୁକେଶ ଅମ୍ବାନୀ ଝିଅ ଆଉ ବୋହୂ ଭିତରେ ପାର୍ଥକ୍ୟ କରନ୍ତି ନାହିଁ । ଏଭଳି ଅନେକ କଥା ଆସୁଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.