Movie prime

ତିନି ମାସର ଛୁଆକୁ କୋଳରେ ଧରି ପ୍ରେମୀକକୁ ଗେଲ କରୁଛି ସ୍ତ୍ରୀ...!

 
Vg
ସ୍ବାମୀ ଥାଉ ଥାଉ ବୟଫ୍ରେଣ୍ଡ୍ କୁ ଭିଡିଓ କଲ୍ କରୁଛି ଗୋଟିଏ ଛୁଆର ମାଆ। ସ୍ବାମୀ ଅଛି ତିନି ବର୍ଷର ପୁଅ ଅଛି ତଥାପି ସ୍ତ୍ରୀ ପ୍ରେମିକ କୁ ଭିଡିଓ କଲ୍ ରେ ଗେଲ କରୁଛି। ଆଉ ପୁଅକୁ କୋଳରେ ଧରି ସ୍ତ୍ରୀ ତାର ପ୍ରେମିକ କୁ ଆଇ ଲଭ୍ ୟୁ କହୁଛି। ଯାହାର ଭିଡ଼ିଓ ଆପଣମାନେ ଦେଖିଲେ କହିବେ କି ଏ ହେଉଛି ଗୋଟେ ଝିଅ ନା ନାଗୁଣୀ। ସ୍ବାମୀ ଦାଦନ ଖଟିବାକୁ ଯାଇଥିବା ବେଳେ ସ୍ତ୍ରୀ ର ଭିଡିଓ କଲ ରେ ପ୍ରେମ ଚାଲିଛି।
Vg
ଯାହାକୁ ନେଇ ଆପଣ ମାନେ ଭାବୁ ଥିବେ କି ଏଭଳି ସ୍ତ୍ରୀ ଓ ଏଭଳି ପ୍ରେମିକ ଆମ ସମାଜ ପାଇଁ ନିଶ୍ଚିତ ଭାବରେ ଏକ କଳଙ୍କ ଅଟନ୍ତି। ବର୍ତ୍ତମାନ ସମୟରେ ଆମ ସମାଜରେ ଏଭଳି ହିଁ କିଛି ଘଟଣା ଘଟିବାର ଲାଗିଛି। ଯାହାକୁ ବର୍ତମାନ ଲୋକମାନେ ଏହା ସମାଜ ପାଇଁ କଳଙ୍କ ବୋଲି ମଧ୍ୟ କହୁଛନ୍ତି। ଏଭଳି ଘଟଣା ମଧ୍ୟ ବାସ୍ତବରେ ନିନ୍ଦନୀୟ ଅଟେ। କାରଣ ଗୋଟେ ସ୍ତ୍ରୀ ହୋଇ ଗୋଟେ ପିଲାର ମାଆ ହୋଇ ଏଭଳି କରିବେ ବୋଲି କେହି ଭାବି ନଥିଲେ।
Gg
ଏହି ସ୍ତ୍ରୀ ଜଣକ ନାମ ମଧ୍ୟ ବୈଶାଖୀ ହୋଇଥିବା ଜାଣିବାକୁ ମିଳିଛି। ଯିଏକି ପୁର୍ବରୁ ବିବାହ କରିଛି ଆଉ ସ୍ୱାମୀର ତିନି ବର୍ଷର ପୁଅକୁ ମଧ୍ୟ ସେ ନିଜ ପାଖରେ ରଖିଛି। ଏହା ସତ୍ତ୍ୱେ ମଧ୍ୟ ସ୍ତ୍ରୀ ବୈଶାଖୀ ତାର ଏକ ପ୍ରେମିକ ମଧ୍ଯ ରଖିଛି। ମହିଳା ଜଣକ ପ୍ରେମିକ ମଧ୍ୟ ସେ ବିବାହିତ ଥିବା ଜାଣି ମଧ୍ୟ ତାହା ସହ ଶାରୀରିକ ସମ୍ପର୍କ ରଖିବ ବୋଲି ସେ କହୁଛି। ପୁର୍ବରୁ ସ୍ତ୍ରୀ ବୈଶାଖୀ ଏହି ଅରୁଣ ଙ୍କୁ ପ୍ରେମ କରି ଆସୁଥିଲା।
ଦୁହେଁ ଅନେକ ସମୟ ମଧ୍ୟ ଏକା ଏକା ବିତାଇ ଥିଲେ। ହେଲେ ବୈଶାଖୀ ପରିବାର ଲୋକ ତାର ବିବାହ ଅନ୍ୟ ଜଣକ ସହ କରି ଦେଇଥିଲେ। ଏହାପରେ ମଧ୍ୟ ବୈଶାଖୀ ତାର ପୁରୁଣା ପ୍ରେମକୁ ଭୁଲି ପାରି ନଥିଲେ। ସେଥିପାଇଁ ଶେଷରେ ସେ ସ୍ବାମୀ ନଥିବା ବେଳେ ନିଜ ପ୍ରେମିକ ସହ ହିଁ କଥା ହେଉଥିଲେ। ଯାହାକି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.