Movie prime

ବିରୋଧୀ ମାନଙ୍କୁ ଉଚିତ୍ ଜବାବ ଦେବାପାଇଁ ମୁଁହ ଖୋଲିଲେ Vk Pandian ଦେଖନ୍ତୁ ଓଡ଼ିଶାବାସୀଙ୍କୁ କଣ କହିଲେ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ପାଇ ପାରୁଥିବେ ।
ଆପଣମାନେ ଏବେ ଆସୁଥିବା ଖବର ଯାହା ବିଜେଡି ଦଳକୁ ନେଇ ଆସିଛି ତାହା ଜାଣିପାରିବେ । ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ କାମାକ୍ଷାନଗର ଆସିଛନ୍ତି । ସେ କାମାକ୍ଷାନଗରବାସୀଙ୍କୁ ବହୁତ ଭଲ ବୋଲି କହିଛନ୍ତି।
Bb
ଗତ ଥର ସେ କାମାକ୍ଷାନଗର ଆସିଥିଲେ । ଆଉ ଅନେକ ଚିଠି ପାଇଥିଲେ । ଏହାପରେ ସେ ସବୁ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହାପରେ ଏହି ସବୁ ସମସ୍ୟା ପାଇଁ ଟଙ୍କା ଆସିଥିଲା । କାମାକ୍ଷାନଗର ଅନେକ ଉନ୍ନତି ଆସିଲାଣି ।
୧୨ ଜୁଲାଇ ୨୦୨୩ ମସିହାରେ ଭି କେ ପାଣ୍ଡିଆନ କାମାକ୍ଷାନଗର ଆସିଥିଲେ । ଆଉ ସବୁ ସମସ୍ୟା ଦେଖିଥିଲେ ଆଉ ସେ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ଏହି ସବୁ ସମସ୍ୟାର ସମାଧାନ ହୋଇଛି । ସେ କାମାକ୍ଷାନଗରରେ କଲେଜ ନିର୍ମାଣ କରିବା ପାଇଁ ଟଙ୍କା ଦେଇଥିଲେ ।
ଏହାପରେ ସେ ରାସ୍ତା ପାଇଁ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିଥିଲେ । ବିରୋଧୀ ଦଳ ଅନେକ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅନେକ କଥା କହୁଛନ୍ତି ବିରୋଧୀ ଦଳ । ଆଉ ଏହି ବିରୋଧୀ ଦଳ କିଛି କାମ କରୁ ନାହାନ୍ତି ଆଉ ସେ କେବଳ ସବୁ ବଡ କଥା କହୁଛନ୍ତି ।
Hj
ଭି କେ ପାଣ୍ଡିଆନ କହିଛନ୍ତି ଅନେକ ବିରୋଧୀ ଅଛନ୍ତି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅନେକ କଥା କହୁଛନ୍ତି । ଆଉ ସେମାନଙ୍କ କଥା ସବୁ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ଦେଉଛି ଏବେ ତାଙ୍କୁ ଜବାବ ଦେବା ଉଚିତ୍ । 
ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ମିଶନ ଶକ୍ତି, ଲକ୍ଷ୍ମୀ ଯୋଜନା, କାଳିଆ ଯୋଜନା, ଭତା ଟଙ୍କା ନବୀନ ପଟ୍ଟନାୟକ ଦେଉଛନ୍ତି । ଆଉ ଏବେ ନବୀନ ସରକାରଙ୍କୁ ଜିତାଇବା ପାଇଁ ଆପଣମାନେ ଭୋଟ ଦେବେ ବୋଲି ସେ କହିଛନ୍ତି । ଏଭଳି ଅନେକ କଥା ଭି କେ ପାଣ୍ଡିଆନ କହିଛନ୍ତି ।
ସେ କାମାକ୍ଷାନଗର ଆସି ଏହି ସବୁ କଥା କହିଛନ୍ତି । ନିର୍ବାଚନ ପରେ ସେ ଜିତିଲେ ବିଜୁଳି ବିଲ ବନ୍ଦ କରିବେ । ନବୀନ ସରକାର ଅନେକ ସୁବିଧା କରିବେ । ବିରୋଧୀ ଦଳ ଦିନରେ ଲଣ୍ଠନ ଦେଖାଉଛନ୍ତି । ଆଉ ଏହି ଭିଡିଓରେ ଆପଣମାନେ ଅନେକ କଥା ଜାଣିପାରିବେ ।