Movie prime

ଆଜିକୁ ବାହାନଗା ଟ୍ରେନ ଦୁର୍ଘଟଣାକୁ ବର୍ଷେ ହେବାବେଳେ ପୁଣି ଘଟିଲା ଦୁର୍ଘଟଣା ଦେଖନ୍ତୁ କେଉଁଠି ହେଲା ଟ୍ରେନ ଦୁର୍ଘଟଣା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
Bb
ବନ୍ଧୁଗଣ ଏବେ ଏବେ ପୁଣି ଘଟିଛି ଆଉ ଏକ ଟ୍ରେନ ଦୁ-ର୍ଘ-ଟ-ଣା। ବାହାନଗା ଟ୍ରେନ ଦୁ-ର୍ଘ-ଟ-ଣାକୁ ବର୍ଷେ ପୁରଣ ହେଇଥିବା ବେଳେ ଆଜି ପୁଣି ପଞ୍ଜାବରେ ଘଟିଛି ଏକ ଟ୍ରେନ ଦୁ-ର୍ଘ-ଟ-ଣା। ଭୋର ୪ଟା ସମୟରେ ପଞ୍ଜାବର ଫତେଗଡ ଠାରେ ଘଟିଛି ଭୟଙ୍କର ଟ୍ରେନ ଦୁ-ର୍ଘ-ଟ-ଣା ପରସ୍ପର ଧକ୍କା ହେଇଥିଲା ଦୁଇ ମାଲବାହୀ ଟ୍ରେନ। ପଞ୍ଜାବର ଫତେଗଡ ସାହିବ୍ ସହିନ୍ଦର୍ ମଧାପୂର୍ ନିକଟରେ ଏହି ଦୁ-ର୍ଘ-ଟ-ଣାଟି ଘଟିଛି। ଏଥିରେ ଦୁଇ ଲୋକ ପାଇଲୋର୍ଟ ଆ-ହ-ତ ହେଇଛନ୍ତି। ଆ-ହ-ତଙ୍କୁ ଶ୍ରୀ ଫତେଗଡ ସାହିବ୍ ସିଭିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 
ସେଠାରେ ଆ-ହା-ତଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ରାଜେନ୍ଦ୍ର ଡାକ୍ତରଖାନା ପଟିଆଲାକୁ ରେଫର୍ କରାଯାଇଛି। ସେପଟେ ଦୁ-ର୍ଘ-ଟ-ଣାସ୍ଥଳର ଫୋଟ ଏବଂ ଭିଡିଓ ସାମ୍ନାକୁ ଆସିଛି। ଫୋଟରେ ଉଭୟ ଟ୍ରେନ ପୁରାପୁରି କ୍ଷତିଗ୍ରସ୍ତ ହେଇପଡ଼ିଛି। ଉଭୟ ଟ୍ରେନ ଧକ୍କା ପରେ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ତଥାପି ଏଥିରେ କୌଣସି ବଡ କ୍ଷତି ହେଇନାହିଁ ବୋଲି ଜଣାପଡିଛି। ତେବେ ଦୁ-ର୍ଘ-ଟ-ଣା ଦେଖି ଲୋକ ମାନେ କହୁଛନ୍ତି ଆଜି ଦିନଟି ହେଉଛି ଅଶୁଭ ଦିନ। କାରଣ ଏହି ଦିନ ହିଁ ଘଟିଥିଲା ବାହାନଗା ଟ୍ରେନ ଦୁ-ର୍ଘ-ଟ-ଣା।

Around The Web