Movie prime

କାଲି ପୁଣି ଏହି ସମୟରେ ତାଣ୍ଡବ ରଚିବ ବାତ୍ୟା ଦେଖନ୍ତୁ ଏବେଠାରୁ ଆସିଲା ବହୁତ୍ ବଡ଼ ଅପଡେଟ

 
Bb
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବାତ୍ୟା "ରେମାଲ" ତାଣ୍ଡବ ରଚିଛି। "ରେମାଲ" ବାତ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ବି ହେଇଛି। ବାତ୍ୟା ପ୍ରଭାବରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଲାଗି ରହିଛି। ପ୍ରବଳ ବେଗରେ ପବନ ହେବା ସହିତ ଲାଗି ରହିଛି ବର୍ଷା। ଏବେ ବି ଜାରି ରହିଛି ବାତ୍ୟାର ପ୍ରଭାବ। ଏବେ ବି ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ବର୍ଷା ସହିତ ପବନର ବେଗ ମଧ୍ୟ ବଢିବାରେ ଲାଗିଛି। 
Hh
ବନ୍ଧୁଗଣ ସୃଷ୍ଟି ହେଇଥିବା ବାତ୍ୟା "ରେମାଲ" ଧୀରେ ଧୀରେ ଦୁର୍ବଳ ହେବାର ଲାଗିଛି। ଯାହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଭାଙ୍ଗିବ ଗଛ ଏବଂ ଘରଦ୍ବାର। ସବୁଆଡେ ମେଘୁଆ ପାଗ ରହିଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ତେବେ ଉତ୍ତର ଓ ଉତ୍ତରପୂର୍ବ ଦିଗରେ ଗତି କରୁଛି ବାତ୍ୟା "ରେମାଲ"। ବାତ୍ୟା ଯୋଗୁଁ ଉପକୂଳ ଓଡିଶାରେ ଲାଗି ରହିଛି ବର୍ଷା। 
Nb
ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ବାତ୍ୟା "ରେମାଲ" ଭୂଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରିରେ ପଶ୍ଚିମ ଉପକୂଳ ଦେଇ ଅତିକ୍ରମ କରିଛି। ବାତ୍ୟା "ରେମାଲ" ଦୁର୍ବଳ ହେବା ସହିତ ଉତ୍ତରକୁ ଗତି କରିଛି। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ୟା "ରେମାଲ" ପଶ୍ଚିମବଙ୍ଗ ଉପକୂଳ ଏବଂ ବାଂଲାଦେଶରେ ଅନେକ ସ୍ଥାନରେ ତାଣ୍ଡବ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। 
ଅନେକ ସ୍ଥାନରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ବଡ ବଡ ଗଛ ରାସ୍ତା ଉପରେ ପଡ଼ିରହିଛି। ସେହିପରି ସମୁଦ୍ରରେ ମଧ୍ୟ ଉଚ୍ଚ ଲହରୀ ଆସୁଥିବା ଦେଖିବାକୁ ମିଳୁଛି। ଓଡିଶାରେ ଉପରେ ବାତ୍ୟା ପ୍ରଭାବ ବିଶେଷନଥିବା ବେଳେ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇଥିବା ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.