Movie prime

ଆଜି ରାତି ରେ ଭେରବି ଡାକିବ ଖୁବ୍ ଶୀଘ୍ର ଆସିବ ବଡ ବିପଦ

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ମାଳିକା ବିଷୟ ରେ ଅଳ୍ପ ବହୁତ ଜାଣି ଥିବେ।ମହାପୁରୁଷ ମାନେ ନିଜ ହାତରେ ମାଳିକା କୁ ଲେଖି ଦେଇ ଯାଇଛନ୍ତି।ଆଜି ଯାଏଁ ମାଳିକା ରେ ଯାହା ଲେଖା ହୋଇଚି ତାହା ସତ ହୋଇଚି।
ଆଗକୁ ମଧ୍ୟ ସତ ହେବ ବୋଲି ଅନେକ ମାଳିକା ବିଚାରକ ମାନେ କହିଛନ୍ତି।ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ମାଳିକା ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଆପଣ ମାନେ କେବେ ବି ଶୁଣି ନ ଥିବେ।ସତରେ କଣ ୨୪ ଅଙ୍କ ରେ ପୃଥିବୀ ଉପରେ ଏକ ବଡ ବିପଦ ଆସିବାକୁ ଯାଉଚି।
Hh
ଏ ନେଇ ବିଭିନ୍ନ ମାଳିକା ବିଚାରକ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି।୫୦୦ବର୍ଷ ପୂର୍ବେ ଏହି ମାଳିକା ଟି ଲେଖା ଯାଇ ଥିଲା।ତେବେ ସେଥିରେ ଭବିଷ୍ୟତ ବିଷୟ ରେ ବହୁତ କିଛି ଲେଖା ହୋଇଚି।ଆଗକୁ ହେବାକୁ ଥିବା ପୂର୍ଣ୍ଣିମା ଟି ମଙ୍ଗଳବାର ପଡ଼ିବ ବୋଲି
ସେଥିରେ ଲେଖା ହୋଇଚି।ଏହି ବର୍ଷ ପୃଥିବୀ ପୃଷ୍ଠରେ ଏକ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିବ।୨୪ ଅଙ୍କ ଠାରୁ ୩୨ ଅଙ୍କ ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ରେ ଚଣ୍ଡୀ ଚାମୁଣ୍ଡା ମାତିବେ।ଲୋକ ମାନେ ଘରୁ ବାହାରକୁ ବାହାରି ପାରିବେ ନାହିଁ।
Hh
ଏହିପରି ଭାବେ ପୃଥିବୀ ପୃଷ୍ଠ ରେ ଭୟଙ୍କର ଘଟଣା ମାନ ଘଟିବ। କମ୍ ବୟସ ର ପିଲା ମାନଙ୍କ ମୃତ୍ୟୁ ହୋଇଯିବ।ବୁଢା ବୁଢ଼ୀ ମାନେ ଅନେକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବେ।ଚଣ୍ଡୀ ଚାମୁଣ୍ଡା ଙ୍କ ଡାକ ରେ ଅକାଳ ମୃତ୍ୟୁ ହେବ।
ଲୋକ ମାନଙ୍କ ର ଦିନ କୁ ଦିନ ପାପ ବଢ଼ିବାରେ ଲାଗିଛି। ସାନ ବଡ କେହି କିଛି ବି ମାନୁ ନାହାନ୍ତି।ସମସ୍ତେ କେବଳ ଖରାପ କାମ ରେ ଲିପ୍ତ ରହୁଛନ୍ତି।ତେବେ ଯେଉଁଥିପାଇଁ ଏବେ ସାରା ପୃଥିବୀ ପୃଷ୍ଠ କୁ ବିପଦ ମାଡ଼ି ଆସୁଛି।
ମାଳିକା କଥା କେବେ ଅସତ୍ୟ ହୁଏ ନାହିଁ।ଆଜି ଯାଏଁ ମାଳିକା ରେ ଯାହା କିଛି ଲେଖା ହୋଇ ଥିଲା ତାହା ସତ ହୋଇ ଅଛି।ଆଗକୁ ସତ୍ୟ ହେବ ବୋଲି ଅନେକ ମାଳିକା ବିଚାରକ ମାନେ କହିଛନ୍ତି।ଚଣ୍ଡୀ ଚାମୁଣ୍ଡା ମାନେ ଘରେ ଘରେ ଘୁରି ବୁଲିବେ।ପୃଥିବୀ ଉପରେ ବିପଦ ମାଡ଼ି ଆସିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.