Movie prime

ଟ୍ରାକ ଉପରେ ପଡ଼ିଛି ଯୁବତୀର ଚାରି ଫାଳ ଦେହ ପୋଲିସ୍ ଦେଖି ହେଲେ ଛାନିଆ

 
Gg
ଘରକୁ ଫେରୁଥିଲା ଝିଅ। ହେଲେ ଭଗବାନ ଙ୍କର କିଛି ଅଲଗା ହିଁ ଇଚ୍ଛା ଥିଲା। ଏପଟେ ଝିଅର ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ ପରିବାର ଲୋକେ। କେତେବେଳେ ତାଙ୍କର ଝିଅ ଆସି ପହଞ୍ଚିବ ମାତ୍ର ତାଙ୍କର ଅପେକ୍ଷା ଅପେକ୍ଷାରେ ହିଁ ରହିଗଲା। ଆଉ ଫେରିଲାନି ଝିଅ ଫେରିଲା ତ ତାର ମୃ-ତ ଦେହ। ଖବର ପାଇବା ପରେ ପରିବାରର ଖୁସୀ ପାଲଟି ଯାଇଥିଲା ଶୋକ ରେ। ଘରକୁ ଫେରିଲା ଝିଅର ଶବ।
Gg
କେହି ଜାଣି ନଥିଲେ କି ଏଭଳି କିଛି ଘଟଣା ଘଟିଯିବ ବୋଲି। ସୂଚନା ମୁତାବକ ଏହି ମୃ-ତ ଝିଅଟି ହେଉଛି ଅଶୋକ ସିଂହ ଙ୍କ ୧୯ ବର୍ଷୀୟ ଝିଅ ଗଙ୍ଗା। ଘର ତାଙ୍କର ମୟୂରଭଞ୍ଜ ଜିଲ୍ଲା ,ସାରକଣା ବ୍ଲକରେ। ଝିଅ ନିଜର ସମ୍ପର୍କୀୟଙ୍କ ଘରୁ ଫେରୁଥିଲା। ଆଉ ଫେରିବା ବାଟରେ ହିଁ ହୋଇଥିଲା ତାର ମୃ-ତ୍ୟୁ ମିଳିଥିଲା ଝିଅର ଖଣ୍ଡ ବିଖଣ୍ଡିତ ଶରୀର। ଏପରି ମୃ-ତ୍ୟୁ କିପରି ହୋଇପାରେ ତାହା ପ୍ରଶ୍ନ ସୃଷ୍ଟି କରିବାରେ ଲାଗିଛି।
Vv
ବାରିପଦା ରୁ ଏକ ଟ୍ରେନ୍ ଯାଉଥିଲା ଆଉ ସେହି ସମୟରେ ଘଟି ଯାଇଥିଲା ଏଭଳି ଏକ ଅଘଟଣ। ଟ୍ରେନ୍ ଟି ଧକ୍କା ହୋଇ ଯାଇଥିଲା ଗଙ୍ଗା ସିଂହ ଙ୍କ ସହ ଫଳରେ ଘଟଣା ସ୍ଥଳରେ ହିଁ ଗଙ୍ଗା ର ଶରୀର ଖଣ୍ଡ ବିଖଣ୍ଡିତ ହୋଇଥିଲା। ହେଲେ ଗଙ୍ଗା ସହ ଏମିତି କେମିତି ହେଇଥିଲା ତାହା କେହି ହେଲେ ମଧ୍ୟ ଜାଣି ପାରୁ ନାହାଁନ୍ତି। ହେଲେ ସ୍ଥାନୀୟ ଲୋକଙ୍କ ମତ ଅନୁସାରେ କବାଟ ନିକଟରେ ଗଙ୍ଗା ଠିଆ ହୋଇଥିଲେ ତଳକୁ ଖସି ପଡ଼ିଥିଲେ।
ଏହି ମୃ-ତ୍ୟୁ ଘଟଣାର ତଦନ୍ତ ଏବେ ରେଳ ବିଭାଗର ପୋଲିସ କରୁଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ ଜଣା ପଡ଼ିବ। ଆଉ ଏହି ଘଟଣା ପ୍ରତି ଏବେ ଲୋକମାନେ ମଧ୍ୟ ଖୁବ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ। ଏହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.