Movie prime

ଠିକାଦାରଙ୍କୁ ରାସ୍ତା ମଝିରେ ଟ୍ୟୁସନ୍ କଲେ ମନ୍ତ୍ରୀ କହିଲେ ସିଧା ଯିବ ଜେଲ୍....!

 
Hg
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କି ଠିକାଦାର ଙ୍କୁ ରାସ୍ତା ମଝିରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଟିଉସନ୍ କରୁ ଥିବାର ଦେଖିବାକୁ ମିଳିଥିଲା। ମନ୍ତ୍ରୀ ସେ ଠିକାଦାର ମାନଙ୍କୁ ଏହା ଧମକ ଦେଇଥିଲେ କି ସେ ତାଙ୍କୁ ସସପେଣ୍ଡ କରିଦେବେ ବୋଲି। ଜଲଦି କାମ ନ ସାରି ପାଞ୍ଚ ଜଣ ବଦଳରେ ଚାରିଜଣ ଠିକାଦାର ଙ୍କୁ କାମରେ ଲଗାଇ ଛନ୍ତି ଆଉ ତାଙ୍କ ପଛରେ ପଡି ରହିଛନ୍ତି।
Hh
ଏଭଳି କି ସେ ଠିକାଦାର ଏବେ କାମ ବନ୍ଦ କରି କେଉଁଠାରେ ଅଛନ୍ତି ବୋଲି ମଧ୍ୟ ଏହା ପ୍ରଶ୍ନ କରିଥିଲେ। ଘାଟି ସକାଳୁ ବନ୍ଦ୍ ଥିବା ବେଳେ ସକାଳୁ କେତେ କାମ ହୋଇଛି ଏନେଇ ସେ ଠିକାଦାର ଙ୍କୁ ପ୍ରଶ୍ନ କରୁଥିଲେ। ଏହି ଦୃଶ୍ୟ ମୟୁରଭଞ୍ଜ ଜିଲାରେ ଦେଖିବାକୁ ମିଳିଥିଲା। ଠିକାଦାର କିଭଳି କାମ କରୁଛନ୍ତି ସେ ନେଇ ମଧ୍ୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ। କାରଣ ମନ୍ତ୍ରୀ ଯେତେବେଳେ ବି ତାଙ୍କୁ ଫୋନ କରନ୍ତି ସେତେବେଳେ ସେ କୁହନ୍ତି କି,
Gh
କାମ ଚାଲିଛି ବୋଲି ମାତ୍ର ଯେତେବେଳେ ମନ୍ତ୍ରୀ ଦେଖିବାକୁ ଆସିଥିଲେ କି ସତରେ କାମ ଚାଲିଛି ନା ନାହିଁ ସେତେବେଳେ ସେଠାରେ କେହି ହେଲେ ମଧ୍ୟ ନଥିଲେ। ଯାହାପରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ରାଗି ଯାଇ ଠିକାଦାର ଙ୍କୁ କଲ୍ କରିବା ସହ ତାଙ୍କୁ ତାଙ୍କର ସମସ୍ତ ପ୍ରଶ୍ନ ର ଉତ୍ତର ମଧ୍ୟ ମାଗିଥିଲେ। କାମରେ ହେଉଥିବା ଏଭଳି ଠକାମୀ କୁ ସେ ଆଦୌ ହେଲେ ମଧ୍ୟ ସହି ପାରି ନଥିଲେ। କାରଣ କାମ ପାଇଁ ଉଚିତ ପଇସା ନେଉଥିବା ବେଳେ ଠିକାଦାର ଙ୍କ କାମର ଦେଖା ନଥିଲା।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ଠିକାଦାର ଙ୍କୁ କଲ୍ କରିବାର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଅନେକ ଲୋକମାନେ ମଧ୍ୟ ଦେଖି ସାରିଲେଣି। ଆଉ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପ କୁ ସେମାନେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ଆଉ କହିଛନ୍ତି କି ସବୁ ମନ୍ତ୍ରୀ ଏଭଳି ହେବା ଦରକାର୍। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.