Movie prime

ଜଣା ପଡିଲା ସତ ଦେଖନ୍ତୁ କାହିଁକି ବର୍ଷାଙ୍କୁ ବାହା ହେଲେ Tunguru Bhola

 
Yg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ କିଛିଦିନର ବ୍ୟବଧାନ ପରେ ପୁଣି ଏକାଠି ହେଲେ ଟୁଙ୍ଗୁରୁ ଏବଂ ବର୍ଷା। କିଛି ଦିନ ତଳେ ଖୁବ ଚର୍ଚ୍ଚାକୁ ଆସିଥିବା ଭାଇରାଲ ଯୋଡ଼ି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 
Bh
ଟୁଙ୍ଗୁରୁ ଭୋଳ ବର୍ଷାକୁ ଭାଉଜ ମା ସମାନ ହେବା ବୋଲି କହି ବାହା ହେବନି କହୁଥିଲା। ହେଲେ ଏବେ କୁଆଡେ ପୁଣି ସେହି ଟୁଙ୍ଗୁରୁ ଭୋଳ ବର୍ଷାକୁ ବାହା ହେଇଛି। ଟୁଙ୍ଗୁରୁ ଭୋଳ ଓ ବର୍ଷାକୁ ନେଇ ପ୍ରଥମେ କୁହାଯାଉଥିଲା ଜଣେ ବିବାହିତ ମହିଳା ନିଜ ସ୍ବାମୀ ଓ ପିଲା ଛୁଆଙ୍କୁ ଛାଡ଼ି ଜଣେ ଅଟୋ ଡ୍ରାଇଭରଙ୍କୁ ଭଲ ପାଇ ବସିଥିଲେ। ଆଉ ସେହି ସମୟରେ ଏହି ପ୍ରେମ କଥା ଓଡିଶାର ସବୁ ଆଡ଼େ ଚର୍ଚ୍ଚା ହେଉଥିଲା। ତେବେ ବର୍ଷା ଥାନାରେ ପହଞ୍ଚିଥିଲେ ସଂଖ୍ୟା ସିନ୍ଦୁର ଧରି କିନ୍ତୁ ଟୁଙ୍ଗୁରୁ ଭୋଳ ବର୍ଷାକୁ ବାହା ହେବା ପାଇଁ ମନା କରିଦେଇଥିଲେ। 
Hh
ଆଉ ତା'ପରେ ଦୁହିଁଙ୍କ ବିବାଦର କାହାଣୀ ସମସ୍ତେ ଜାଣିବାକୁ ପାଇଥିଲେ। ଆପଣ ମାନେ ତ ଜାଣିଥିବେ ଟୁଙ୍ଗୁରୁ ଭୋଳ ଜେଲ ଭିତରେ ରହୁଥିଲେ। କିଛି ମାସ ତଳେ ଟୁଙ୍ଗୁରୁ ଭୋଳ ପାଇପ୍ ଚୋରି ଘଟଣାରେ ଜେଲ ଯାଇଥିଲେ। ଆଉ ସେତେବେଳେ ପୁଣି ଚର୍ଚ୍ଚା ହେଉଥିଲା ଯେ, ବର୍ଷାଙ୍କ ଠାରୁ ଦୁରେଇ ଗଲା ପରେ ବୋଧେ ଟୁଙ୍ଗୁରୁ ଭୋଳ ଖରାପ ବାଟକୁ ଚାଲିଗଲେ। ଆଉ ଏବେ ଚର୍ଚ୍ଚା ହେଉଛି ଯେ ଟୁଙ୍ଗୁରୁ ଭୋଳଙ୍କୁ ଚୋରୀ ମାମଲାରେ ପୋଲିସ ଗିରଫ କରିବା କଥା ସହ ପାରିନଥିଲେ ବର୍ଷା। 
ଆଉ ଟୁଙ୍ଗୁରୁ ଭୋଳକୁ ଜେଲରୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ବର୍ଷା। ଆଉ ତାପରେ ଯେତେବେଳେ ଟୁଙ୍ଗୁରୁ ଭୋଳ ଜେଲରୁ ବାହାରିଥିଲେ ସେତେବେଳେ ପ୍ରଥମେ ବର୍ଷାକୁ ଖୋଜିଥିଲେ। ଆଉ ତାପରେ ବର୍ଷାକୁ ଭୁଲ ମାଗିବା ସହିତ ପଛ କଥା ସବୁ ଭୁଲି ଯିବାକୁ କହୁଥିଲ ଟୁଙ୍ଗୁରୁ ଭୋଳ। ବର୍ଷାକୁ ମଧ୍ୟ କଥା ଦେଇଥିଲା ଟୁଙ୍ଗୁରୁ ଭୋଳ "ମୁ କେବେ ତମକୁ ଭୁଲିବିନି"। 'ତମ ହାତ କେବେ ଛାଡିବିନି ବୋଲି ମଧ୍ୟ କହିଥିଲେ"। ଆଉ ଏବେ ସତକୁ ସତ ଦୁହେଁ ବାହା ହେଇଯାଇଥିବା ଦେଖିବାକୁ ମିଳୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.