Movie prime

ଟ୍ରେନ୍ ଟ୍ରାକ ରେ ଗଡୁଛି ଦୁଇ ଯୁବକ ଙ୍କ ମୁଣ୍ଡ..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ପୁଣି ଥରେ ବାହାନଗା ରେ ଚାଲିଗଲା ଜୀବନ।୧୪ ମାସ ଭିତରେ ବାହାନଗା ରେ ଗଲାଣି ଅନେକ ଜୀବନ।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ ଗୋଟିଏ ବର୍ଷ ତଳେ ବାହାନଗା ରେ କର ମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା।ଏଥିରେ ଅନେକ ଜୀବନ ଚାଲି ଯାଇ ଥିଲା।ଆଜି ପୁଣି ଥରେ ସେଠାରେ ଘଟିଛି ଏକ ବଡ ଦୁର୍ଘଟଣା।ଯାହାକୁ ନେଇ ଏବେ ସେଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି ଆଜି ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Hh
ସୂଚନା ଅନୁସାରେ ବାହାନଗା ର ମୁଖ୍ୟ ରେଳ ଫାଟକ ନିକଟ ରେ ଦୁଇ ଯୁବକ ଯାଉ ଥିଲେ।ହଠାତ ରେଳ ଗେଟ୍ ଦିଆ ଯାଇ ଥିଲା।ପୁରୀ ହାୱଡା ଏକ୍ସପ୍ରେସ ଟି ଆସୁ ଥିଲା।ଏହି ସମୟ ରେ ସେ ଦୁଇ ଯୁବକ ରେଳ ଫାଟକ ଡେଇଁ ରେଳ ସାମ୍ନା କୁ ଆସି ଯାଇ ଥିଲେ।ଏହା ପରେ ସେମାନଙ୍କ ର ଘଟଣା ସ୍ଥଳ ରେ ମୃତ୍ୟୁ ଘଟି ଥିଲା।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଚି।ଆପଣ ମାନେ କୁହନ୍ତୁ ସେହି ଦୁଇ ଯୁବକ କଣ ଠିକ୍।କରିଛନ୍ତି।
Bb
ତେବେ ସେହି ଦୁଇ ଯୁବକ ମାନେ ହେଉଛନ୍ତି ବାରିପଦା ଅଞ୍ଚଳ ର ହେମନ୍ତ ନାୟକ ଓ ରାକେଶ ପାଢ଼ୀ।ଏ ନେଇ ରେଳ କର୍ମ ଚାରି ସୂଚନା ଦେଇଛନ୍ତି।ସେ କହିଛନ୍ତି କି ଏହି ବାହାନଗା ରେ ଏବେ ଅନେକ ଜୀବନ ଚାଲି ଗଲାଣି।କିଛି କାରଣ ନ ଥାଇ ଚାଲି ଯାଉଛି ଜୀବନ।ସେହି ଦୁଇ ଯୁବକ ରେଳ ଗେଟ୍ କୁ ମାନି ନ ଥିଲେ।ସେଥିପାଇଁ ତାଙ୍କ ସହିତ ଏଭଳି କିଛି ଘଟାନଘଟି ଥିଲା।ବର୍ତ୍ତମାନ ସମୟ ରେ ଯୁବକ ମାନେ ନିଜ ବାହାଦୂରୀ ଦେଖାଉ ଅଛନ୍ତି।
ପରେ ମୃତ୍ୟୁ ମୁଖ ରେ ପଡ଼ୁଛନ୍ତି।ସେମାନେ ନିଜ ପରିବାର କଥା ଟିକେ ହେଲେ ଭାବୁ ନାହାନ୍ତି।ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ଯାହାକୁ ନେଇ ସବୁ ଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତେବେ ଆପଣ ମାନେ ଏଭଳି ବାହାଦୂରୀ ଦେଖାନ୍ତୁ ନାହିଁ।ଏଥିପ୍ରତି ସଚେତନ ହୁଅନ୍ତୁ।