Movie prime

ଉତ୍କ୍ଷିପ୍ତ ହୋଇ ମହିଳା କହିଲେ ଏମିତି ଏମାନଙ୍କୁ ଆଙ୍ଗୁଳି କହିବା ହିଁ ଠିକ୍....

 
Gg
ସମାଜସେବୀ ମଧୁମିତା ରଥ ଯାତ୍ରା ରେ ହେଉଥିବା ଅଶ୍ଳୀଳ ଭାବରେ ନୃତ୍ୟ କୁ ନେଇ ଏଭଳି କିଛି କହିଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଯଦି ସେମାନେ ପୂରା ସତୀ ସାବିତ୍ରୀ ତାହାଲେ ଅଧା ଡ୍ରେସ୍ ପିନ୍ଧି କାଇଁ ନାଚୁ ଛନ୍ତି ଫୁଲ୍ ଡ୍ରେସ ଖୋଲି ସଂପୂର୍ଣ୍ଣ ଭାବରେ ନଗ୍ନ ହୋଇ ଡାନ୍ସ କରନ୍ତୁ ବୋଲି। ଯଦି କମିଟି ବାଲା ଏହାକୁ ପ୍ରଶ୍ରୟ ନଦେବେ ତେବେ ସେମାନେ ଏଭଳି ଭାବରେ କାଇଁ ନାଚିବେ।
Gg
କମିଟି ବାଲା ତାଙ୍କୁ ପ୍ରଶ୍ରୟ ଦେଉଛନ୍ତି ବୋଲି ହିଁ ସେମାନେ ଏଭଳି କରୁଛନ୍ତି। ଖଣ୍ଡଗିରି ରେ ଯଦି ହେବାକୁ ଯାଉଥିବା କୁମ୍ଭମେଳାରେ ସେମାନେ ଆସନ୍ତେ ତେବେ ସେଠାରେ ତାଙ୍କୁ ମଧୁମିତା ରଥ ଯଦି ସମ୍ପୂର୍ଣ୍ଣ ନଗ୍ନ କରି ମୁହଁ ରେ ଚୁନ ଓ କାଳୀ ବୋଳି ବୁଳାଇବେ ନାହିଁ ତେବେ ତାଙ୍କ ନାମ ମଧୁମିତା ରଥ ନୁହେଁ ବୋଲି କହିଛନ୍ତି। ଯାହା ଜଣା ପଡିଥିଲା କି ସମାଜସେବୀ ମଧୁମିତା ରଥ ଏଭଳି ନୃତ୍ୟ କୁ ଖୁବ୍ ବିରୋଧ କରୁଛନ୍ତି।
Bb
ଅଶ୍ଳୀଳ ଭାବରେ ନୃତ୍ୟ କୁ ବନ୍ଦ କରିବା ପାଇଁ ଏବେ ଯାତ୍ରା ର ମାଲିକ ମାନଙ୍କୁ କୁହା ଯାଉଛି। ସମାଜସେବୀ ହିସାବରେ ସେ କହିଥିଲେ କି ଏଟା ହେଉଛି ଆଜିର ଜିନିଷ ନୁହେଁ ୨୦୧୬ ରୁ ଏହା ଆରମ୍ଭ ହୋଇ ଆସି ସାରିଲାଣି। ଖଣ୍ଡଗିରି ରେ ହୋଇଥିବା ଘଟଣା ପାଇଁ ଏହାପରେ ଅଶ୍ଳୀଳ ନୃତ୍ୟ କୁ ବନ୍ଦ କରିଦିଆ ଯାଇଥିଲା। ଆଉ ଏହାପରେ ସେଠାରେ ଦ୍ଵିତୀୟ ଥର ମଧ୍ୟ ଏଭଳି ଆଦୌ ହେଲେ ହୋଇ ନଥିଲା।
ଏହାପରେ ମଧ୍ୟ ଦୁଇ ତିନିଜଣ ବାହାରି ପଡିଛନ୍ତି। ସେମାନେ ଏବେ ଅଶ୍ଳୀଳ ପୋଷାକ ପିନ୍ଧି ନୃତ୍ୟ କରିବାରେ ଲାଗି ପଡ଼ିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେଉଛି। ଏହା ନିଶ୍ଚିତ ଭାବରେ ସମାଜ ଉପରେ କୁପ୍ରଭାବ ପଡ଼ିବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଇ ଏଥିପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.