Movie prime

ଉପରେ ନିଶାଙ୍କ ନେକେଡ ଡାନ୍ସ ଷ୍ଟେଜ୍ ତଳେ ଛୁରୀ ପେଲିଦେଲେ ଆଉ ତାପରେ

 
Vv
ନମସ୍କାର ପାଠକ ବନ୍ଧୁ । ଆପଣମାନେ ସମସ୍ତେ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସିଛି କିଛି ଖବର । ଅଭିନେତ୍ରୀ ନିଶା ମହାରଣାଙ୍କୁ କିଏ ବା ନ ଜାଣିଛି । ସେ ସବୁବେଳେ ତାଙ୍କ କଥାକୁ ନେଇ ବିବାଦରେ ରହୁଛନ୍ତି । ସେ ଅ-ଶ୍ଳୀ-ଳ ନାଚକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ତାଙ୍କୁ ନେଇ ଆସିଥିବା କିଛି ଖବର ଆପଣମାନେ ପାଇପାରିବେ । ଆଇଟମ ନାଚ କରୁଥିବା ଆଇଟମ ଗାର୍ଲ୍ ନିଶା ମହାରଣାଙ୍କ ନେକେଡ ଡ୍ୟାନ୍ସକୁ ନେଇ ମହାଭାରତ । 
Vv
ଷ୍ଟେଜ ଉପରେ ନିଶା ମହାରଣା ନାଚ କରୁଥିବା ବେଳେ ଷ୍ଟେଜ ତଳେ ହଣା କଟା ଚାଲୁଥିଲା । ଏହିସବୁ ଦେଖି ଛାନିଆରେ ନିଶା ମହାରଣା ଷ୍ଟେଜ ଛାଡି ଦୌଡ଼ି ପଳାଇ ଆସିଥିଲେ । ନିଶା ମହାରଣା ଷ୍ଟେଜ ଉପରେ ନାଚ କରୁଥିଲେ ଆଉ ଲୋକମାନେ ତାଙ୍କ ସୌକୀନୀ ନାଚକୁ ଉପଭୋଗ କରୁଥିଲେ । ଏହି ନାଚ ହଠାତ୍ ବନ୍ଦ କରିବାକୁ କେହି ଜଣେ କହିଥିଲେ । ଆଉ ଏହାପରେ ସେଠାରେ ଛୁରା ମାଡ ଦେଖା ଯାଇଥିଲା । ଆଉ ଏହାକୁ ଦେଖି ଛାନିଆ ହୋଇ ନିଶା ମହାରଣା । 
Hv
ଚେୟାର ମାଡ ଠାରୁ ଛୁରୀ ମାଡ ପର୍ଯ୍ୟନ୍ତ ସବୁକିଛି ଏହି ଷ୍ଟେଜ ତଳେ ଦେଖିବାକୁ ମିଳିଥିଲା । ଏହିସବୁ ଦେଖିବା ପରେ ନିଶା ମହାରଣା ସେଠାରୁ ପଳାଇ ଯାଇଥିଲେ । ଅର୍ଦ୍ଧ ନଗ୍ନ ନାଚକୁ ବିରୋଧ କରୁଥିବା ଦୁଇଜଣ ଯୁବକ ବଳି ପଡ଼ି ଯାଇଥିଲେ । ଚେୟାର ଫିଙ୍ଗିବା ଦ୍ଵାରା ଅନେକ ଦର୍ଶକ ଆହତ ହୋଇଛନ୍ତି । କେହି ଜଣେ ନିଶା ମହାରଣାଙ୍କ ଉପରେ ଅ-ଶ୍ଳୀ&ଳ ନାଚ ବନ୍ଦ କରିବାକୁ ସିଗାରେଟ ଫିଙ୍ଗି ଦେଇଥିଲା । ଏହି କାରଣରୁ ନିଶା ଷ୍ଟେଜ ଛାଡି ପଳାଇଥିଲେ । ଆଉ ଏତେ ସବୁ କାଣ୍ଡ ଦେଖି ନିଶା ମହାରଣା ସେଠାରୁ ପଳାଇ ଯାଇ ଗାଡ଼ିରେ ବସି ଘରକୁ ପଳାଇଲେ ।
ଚେୟାର ଫିଙ୍ଗା, ଧସ୍ତାଧସ୍ତି, ହୋ ହାଲ୍ଲାରେ ପେଣ୍ଡାଲ ପରିବେଶ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଆଉ ଏହାପରେ ଯାତ୍ରା ବନ୍ଦ ହୋଇ ଯାଇଥିଲା । ଯେଉଁ ଲୋକମାନେ ଟିକେଟ କରି ଆସିଥିଲେ ସେମାନେ ଏବେ ମନ ଦୁଃଖ କରିଛନ୍ତି । ଯେଉଁ ଦୁଇଜଣ ଯୁବକ ଏଭଳି ଅ-ଶ୍ଳୀ-ଳ ନାଚକୁ ବିରୋଧ କରିଥିଲେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ସ୍ଵପ୍ନଜିତ ଏବଂ ଜିତେନ୍ଦ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । 
କେନ୍ଦ୍ରାପଡ଼ା ଜିଲ୍ଲା ଭରତପୁର ବ୍ଲକ ମଧୁଶାସନ ଗ୍ରାମ ପଞ୍ଚାୟତ ଉଦାନଗରୀ ସ୍ଥିତ ପର୍ଯ୍ୟଟନ ସ୍ଥଳିରେ ମାଘ ମେଳା ଉପଲକ୍ଷେ ହୋଇଥିବା ନାଟକରେ ଏଭଳି ଘଟଣା ଘଟିଥିଲା । ଏବେ ଯେଉଁ ବ୍ୟକ୍ତିମାନେ ମାଡ ଖାଇଛନ୍ତି ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅ-ଶ୍ଳୀ-ଳ ନାଚ ବନ୍ଦ କରିବାକୁ ଯାଇ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଛି । ଏବେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Around The Web