Movie prime

ଉତ୍ତ୍ଯକ୍ତ ହୋଇ ଶେଷରେ ସୁର କହିଲେ ଏମିତି ଛାତି ଦେଖେଇ ଆଉ ଟୋକାମାନଙ୍କୁ ନଷ୍ଟ କରନି

 
Hy
ଆପଣ ମାନେ ଜାଣିଥିବେ କି ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରାୟତଃ ସମୟରେ ମିଡ଼ିଆ ସମ୍ମୁଖରେ ଏଭଳି କିଛି ପ୍ରତିକ୍ରିୟା ଦେଇଥାଆନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥାଏ। ଏବେ ମଧ୍ୟ ଆପଣ ମାନେ ଜାଣିଥିବେ କି ଯାତ୍ରା ରେ ହେଉଥିବା ଅଶ୍ଳୀଳ ଭାବରେ ଅଙ୍ଗ ପ୍ରଦର୍ଶନ କରି ନୃତ୍ୟ ଚାରିଆଡ଼େ ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଏହାକୁ ନେଇ ଅନେକ ନିଜ ନିଜର ପ୍ରତିକ୍ରିୟା ଦେଇଥିବା ବେଳେ,
Yy
ଏହାକୁ ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ନିନ୍ଦା ମଧ୍ୟ କରାଯାଇ ଥିଲା। କଳାକାର ସହ ଜନସାଧାରଣ ଏବଂ ସମାଜସେବୀ ମାନେ ମଧ୍ଯ ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ କୁ ଖୁବ ବିରୋଧ କରିଥିଲେ। ଆଉ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିବେଦନ କରିଥିଲେ। ଆଉ ଏବେ ମଧ୍ଯ ସରକାର ସେଭଳି କିଛି କରିଛନ୍ତି ସେ ମଧ୍ୟ ଯାତ୍ରାରେ ହେଉଥିବା ଅଶ୍ଳୀଳ ଭାବରେ ନୃତ୍ୟ ଉପରେ ରୋକ ଲଗାଇ ଦେଇଛନ୍ତି।
Cv
ବର୍ତ୍ତମାନ ସମୟରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ବେଳେ ପୂର୍ବତନ ବିଧାୟକ ସୁର ରାଉତରାୟ ଏବେ କହିଛନ୍ତି କି ସରକାର୍ ଠିକ୍ ନିଷ୍ପତ୍ତି ନେଇଛନ୍ତି। ଯାତ୍ରାର ନାଚ ହେଉ ମାତ୍ର ଏଭଳି ଭାବରେ ସେଠାରେ ଅଙ୍ଗ ପ୍ରଦର୍ଶନ ନ ହେଉ। ନିଜ ଶରୀରକୁ ଦେଖାଇ ସେ ଯେଉଁ ପିଲା ମାନଙ୍କୁ ନଷ୍ଟ କରି ଦେଉଛନ୍ତି। ସେଭଳି କରନ୍ତୁ ନାହିଁ ବୋଲି ମଧ୍ୟ କହିଥିଲେ। ସେଥିପାଇଁ ସରକାର ନେଇଥିବା ନିଷ୍ପତ୍ତି କୁ ସେ ସମର୍ଥନ କରିଥିଲେ।
ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ସଂପୂର୍ଣ୍ଣ ଭିଡିଓ ଦେଖିଲେ ଆପଣ ମାନେ ସୁର ରାଉତରାୟ ଙ୍କ ସମ୍ପୂର୍ଣ୍ଣ ପ୍ରତିକ୍ରିୟା କଣ ତାହା ନିଶ୍ଚିତ ଭାବରେ ଜାଣି ପାରିବେ। ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ କୁ ନେଇ ଲୋକମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.