Movie prime

ଉତ୍ତ୍ଯକ୍ତ ହୋଇ ସୁର କହିଲେ ଏମିତି ବାଂଲାଦେଶୀ ଝିଅ ପାର୍କକୁ ଟାଣି ନେଉଛନ୍ତି...!

 
Gg
ଏବେ ବାଂଲାଦେଶୀୟ ଯୁବତୀଙ୍କୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ସମସ୍ତେ ନିଜ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ପୂର୍ବତନ ବିଧାୟକ ସୁର ରାଉତରାୟ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଥିଲେ କି କେବଳ ୧୯ ,୨୧ ,୨୩ ଭିତରେ ଏଭଳି ଅନେକ ବାଂଲାଦେଶୀୟ ଯୁବତୀ ମାନେ ଆସି ଏଠାରେ ଦେହ ବ୍ୟବସାୟ ଚଳାଇଛନ୍ତି। ସେହିଭଳି ଭାବରେ ବାଂଲାଦେଶୀୟ ୨୩ ଜଣ ଯୁବତୀ ଙ୍କୁ ଉଦ୍ଧାର କରାଯାଇଛି।
Hh
ଏଭଳି ମଧ୍ଯ କହିଥିଲେ କି ଆହୁରି ମଧ୍ୟ ୩୦୦ ଜଣ ଯୁବତୀ ଆସି ପଟିଆ ଅଞ୍ଚଳରେ ,ଚନ୍ଦ୍ରଶେଖରପୁର ଅଞ୍ଚଳରେ , ଖଣ୍ଡଗିରି ଅଞ୍ଚଳରେ, ଧଉଳୀ ଅଞ୍ଚଳରେ ଚାରିଆଡେ ଏଭଳି ଭାବରେ ସେମାନେ ଦେହ ବ୍ୟବସାୟ କରି ଚାଲିଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖ ଦାୟକ ଘଟଣା ଅଟେ। ସେମାନେ ମଧ୍ୟ ଭୁବନେଶ୍ୱର ମାଟିକୁ କଳଙ୍କିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ସେ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ।
Gg
ଆଉ କହିଥିଲେ କି ସରକାର କଣ ପାଇଁ ଚୁପ୍ ରହୁଛନ୍ତି ତାହା ସେ ଜାଣି ପାରୁ ନାହାଁନ୍ତି। ଏବଂ ମିଡ଼ିଆ ଙ୍କ ଜରିଆରେ ସେ ମ୍ୟୁନିସପାଲିଟି କର୍ପୋରେସନ ମେୟର ଓ ଡେପୁଟି ମେୟର ସବୁ କର୍ପୋରେଟର , କମିଶନ ମ୍ୟୁନିସପାଲିଟି ଗତକାଲି ଏକ ଚୁଡାନ୍ତ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ଵର ସବୁଠାରେ ଏକ ବଡ଼ ଅଡିଟୋରିୟମ କରିବେ ବୋଲି। ଏହି ଦାବୀ ୩୦ ବର୍ଷ ହେବ କରିଆସୁଛନ୍ତି ବୋଲି ପୂର୍ବତନ ବିଧାୟକ ସୁର ରାଉତରାୟ କହିଥିଲେ।
ଏଭଳି କିଛି ଅନେକ କଥା କହିଥିଲେ ପୂର୍ବତନ ବିଧାୟକ ସୁର ରାଉତରାୟ। ଯାହାକୁ କି ଅନେକ ଲୋକମାନେ ମଧ୍ୟ ସମର୍ଥନ କରିଥିଲେ। ଆଉ ଏବେ ଏହା ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ କି ଲୋକମାନେ ମଧ୍ଯ ଖୁବ୍ ସମର୍ଥନ କରିଛନ୍ତି। ତେବେ ଏହି ଭିଡିଓ ଦେଖି ସାରିବା ପରେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.