Movie prime

ସ୍ୱାମୀକୁ ଛାଡି ପର ପୁରୁଷ ପାଖକୁ ପଳାଇଲା ସ୍ତ୍ରୀ ଦେଖନ୍ତୁ ଶେଷରେ ସ୍ଵାମୀ ନେଲେ ଏତେବଡ଼ ନିଷ୍ପତି

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବ ।
ଆଜିକା ସମାଜରେ ପରକୀୟା ପ୍ରୀତି ଏକ ପ୍ରଭାବଶାଳୀ ପରିସ୍ଥିତି ସୃଷ୍ଟି କରୁଛି । ଆଉ ପରକୀୟା ପ୍ରୀତି ପାଇଁ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ।
Nn
ଆଜିକାଲି ଯୁଗରେ ମହିଳା ହେଉ ବା ପୁରୁଷ ସେମାନେ ନିଜ ପରିବାର ଛାଡ଼ି ପରକୀୟା ପ୍ରୀତି ପାଇଁ ସବୁକିଛି ଭୁଲି ଯାଉଛନ୍ତି । ଆଉ ଏଭଳି ସବୁ ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ ।
ଏହି ମହିଳା ଜଣକ ବିବାହ କରିଥିଲେ ଆଉ ତାଙ୍କର ମଧ୍ୟ ଦୁଇଟି ସନ୍ତାନ ଥିଲା । ଏହି ମହିଳା ଜଣକ ସ୍ବାମୀ ଆଉ ଦୁଇଟି ସନ୍ତାନଙ୍କୁ ଛାଡି ପରପୁରୁଷ ସହ ସମ୍ପର୍କ ରଖିଥିଲେ । ଆଉ ତାଙ୍କ ସହିତ ଘର ଛାଡ଼ି ପଳାଇ ଯାଇଥିଲେ । ସେ ଘର ଛାଡ଼ି ଯିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ଖୋଜିବାକୁ ଲାଗିଥିଲେ । 
ଆଉ ସେ ତାଙ୍କ ଶାଶୁଘରକୁ ଯାଇଥିଲେ ସ୍ତ୍ରୀକୁ ଖୋଜିବା ପାଇଁ । ସେଠାରେ ସେ ତାଙ୍କ ସ୍ତ୍ରୀଙ୍କୁ ପର ପୁରୁଷ ସହ ରବିବାର ଦେଖିଥିଲେ । ଆଉ ଏବେ ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ଆଉ ନେବେ ନାହିଁ ବୋଲି କହିଛନ୍ତି ।
Bh
ଏହି ସ୍ତ୍ରୀ ଜଣକ ୮ ମାସ ହେବ ତାଙ୍କ ସ୍ଵାମୀ ଆଉ ଦୁଇ ଛୁଆଙ୍କୁ ଛାଡ଼ି ସେ ପରପୁରୁଷ ପାଖରେ ରହିଲେଣି । ଏହି ମହିଳା ଜଣକ ୧୫ ବର୍ଷ ହେଲା ପ୍ରେମ ବିବାହ କରିଥିଲେ । ତାଙ୍କର ବୈବାହିକ ସମ୍ପର୍କ ଭଲରେ ଚାଲିଥିଲା । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲା କିନ୍ତୁ ଏବେ ଏଭଳି କରିଛନ୍ତି ଲକ୍ଷ୍ମୀପ୍ରିୟା ।
ଏହି ଘଟଣା ଘଟିଛି ଅସ୍ତରଙ୍ଗ ବ୍ଲକ୍ ଏକ ଗାଁରେ । ଏହି ମହିଳା ଜଣଙ୍କୁ ଏବେ ତାଙ୍କ ସ୍ଵାମୀ ଆଉ ରଖିବେ ନାହିଁ ବୋଲି କହୁଛନ୍ତି । ଏହି ଘଟଣା ଏବେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଦୁଇଦିନ ତଳେ ଲକ୍ଷ୍ମୀପ୍ରିୟା ତାଙ୍କ ପ୍ରେମିକ ସହିତ ଆସି ତାଙ୍କ ବାପଘରେ ରହିଥିଲେ ।
ଆଉ ତାଙ୍କ ସ୍ଵାମୀ ମହେନ୍ଦ୍ର ବିଶେଷ ସୂତ୍ରରୁ ଏହି ଖବର ପାଇ ସେଠାରେ ପହଞ୍ଚିଥିଲେ । ଏବେ ମହେନ୍ଦ୍ର ତାଙ୍କ ସ୍ତ୍ରୀକୁ ରଖିବେ ନାହିଁ ବୋଲି କହିଥିବା ବେଳେ ସ୍ତ୍ରୀ ଜଣକ କାହା ପାଖରେ ରହିବେ ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ପୋଲିସ ଏହି ଘଟଣାରେ ଯାହା ନିଷ୍ପତି ନେବ ତାହାକୁ ନେଇ ରାଜି ଅଛନ୍ତି ମହେନ୍ଦ୍ର ବୋଲି କହିଛନ୍ତି ।