Movie prime

କାମାନ୍ଧ ଶିକ୍ଷକ ହାବୁଡ଼ ରୁ ବଞ୍ଚିଲାନି ୧୦ମ ଶ୍ରେଣୀ ଛାତ୍ରୀ.. ଅନେଇତିକ ସଂପର୍କ ରଖି ରଖି ଶେଷରେ କଲା ଗର୍ଭବତୀ..

 
Nn
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଜଣେ ଟିଉସନ୍ ସାର ଙ୍କ ସମ୍ପର୍କରେ ଏଭଳି ଏକ କଥା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
ଜଣେ ସାର ଘରକୁ ଗୋଟେ ଝିଅକୁ ଟିଉସନ୍ କରିବାକୁ ଆସୁଥିଲେ। ହେଲେ ଟିଉସନ୍ ଝିଅଟିକୁ କଣ ପାଠ ପଢ଼ାଇଲେ କେଜାଣି ଝିଅଟି ଟିଉସନ୍ ସାର ଙ୍କୁ ଖାଲି ବାହା ହେବା ପାଇଁ ଜିଦ୍ଦି ଧରି ବସିଥିଲା।
Jn
ଆଉ ଏବେ ବାହାଘର ପାଇଁ ଯେତେବେଳେ ସବୁ ଆୟୋଜନ ସରି ଯାଇଛି ସେହି ସାର ଜଣକ ଝିଅଟିକୁ ଛାଡି ତାଙ୍କର ପୁରୁଣା ପ୍ରେମିକା ସହ କୁଆଡେ ଫେରାର ହୋଇ ଯାଇଛି। ଝିଅଟି +୨ ପ୍ରଥମ ବର୍ଷରେ ପାଠ ପଢ଼ୁଥିଲା।
ପାଠ ପଢାରେ ଭଲ କରିବ ବୋଲି ମଧ୍ୟ ଝିଅ ପାଇଁ ଏକ ଟିଉସନ୍ ସାର ର ଯୋଗାଡ଼ କରି ଦେଇଥିଲେ ବାପା। ସେହି ମାଷ୍ଟର ମଧ୍ୟ ନାବାଳିକା ଝିଅକୁ ପାଠ ପଢ଼ାଇବା ପାଇଁ ମଧ୍ୟ ପ୍ରତ୍ୟେକ ଦିନ ଘରକୁ ଆସୁଥିଲା।
କାଳେ କିଏ ପାଠ ପଢ଼ାଇବା ସମୟରେ ଡିଷ୍ଟର୍ବ କରିବ ସେଥିପାଇଁ ସେ ରୁମ୍ ର କବାଟ ବନ୍ଦ୍ କରି ଘରେ ଝିଅକୁ ପଢ଼ାଇବା ପାଇଁ ପଶୁଥିଲା। ହେଲେ ସେହି ମାଷ୍ଟର ଜଣକ ଝିଅକୁ ପ୍ରେମ ପାଠ ପଢ଼ାଇ ଦେଇଥିଲା।
Nn
ଏହାପରେ ଝିଅ ନିଜ ଟିଉସନ୍ ସାର୍ କୁ ବାହା ହେବା ପାଇଁ ଜିଦ୍ଦୀ କରି ବସିଲା। ପାଠ ପଢିବା ବଦଳରେ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏକଥା ଝିଅ ଘର ଲୋକ ଜାଣିବା ପରେ ସେମାନେ ଦୁହିଁଙ୍କ ବାହାଘର ପାଇଁ ମଧ୍ୟ ରାଜି ହୋଇ ଯାଇଥିଲେ।
ସବୁ ବିବାହ ଜିନିଷ ମଧ୍ୟ କିଣା ସରିଥିବା ବେଳେ ଝିଅ ଘର ଲୋକେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିଲେ। ହେଲେ ଏହି ମାଷ୍ଟର ପ୍ରେମିକା ସହ ଫେରାର ହୋଇ ଯାଇ ବାହା ହୋଇ ଯାଇଥିଲା।
ଏହାକୁ ନେଇ ନାବାଳିକା ଝିଅ ର ଘରଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ଟି ହରିୟାଣା ରେ ଘଟି ଯାଇଛି। ଏବଂ ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗି ଥିବା ଜଣା ପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.