ଯୁବତୀ ଜଣଙ୍କ କହିଲେ ଏମିତି କଥା ସମସ୍ତଙ୍କ ମନକୁ ପାଇଲା ଦେଖନ୍ତୁ ଏହି VIRAL VIDEO
Oct 1, 2022, 10:42 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ସୋସିଆଲ ମିଡିଆରେ ସବୁ ଆପଣ ଅନେକ ପ୍ରକାରର ଖବର ସହ ଅନେକ ପ୍ରକାରର କଥା ମଧ୍ୟ ଜାଣି ପାରୁଥିବେ । ଆଉ ଏହି ସୋସିଆଲ ମିଡ଼ିଆ ଅଛି ବୋଲି ସମସ୍ତେ ଅନେକ ଖବର ବିଷୟରେ ସୂଚନା ପାଉଛନ୍ତି । ଆଉ ଏମିତି କିଛି କଥା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଏହି ଘଟଣାରେ ଦେଖିବାକୁ ମିଳିଛି କି ଜଣେ ଯୁବତୀ ଯୁବକମାନଙ୍କ ବିଷୟରେ ଅନେକ କଥା କହୁଛନ୍ତି । ଆଉ ଏହି ଯୁବତୀ ଜଣକ ପୁଅମାନଙ୍କ ଫିଲିଙ୍ଗସକୁ ନେଇ କିଛି କଥା କହିଛନ୍ତି । ଆଉ ଏହି ଯୁବତୀ ଜଣକ ଯାହା କହିଛନ୍ତି ତାହା ସତ ଅଟେ । ଏହି ଯୁବତୀ ଜଣଙ୍କ ଯୁବତୀ ଜଣଙ୍କୁ ଅନେକ କଥା କହିଛନ୍ତି । ଯାହା ସତ୍ୟ ଆଉ ବାସ୍ତବ ଅଟେ । ମହିଳା ଜଣକ ପୁରୁଷମାନଙ୍କ ମନକୁ ବୁଝିଲା ପରି କଥା କହିଛନ୍ତି ।
ସେ କହିଛନ୍ତି, " କିଏ କହିଲା ପୁଅମାନଙ୍କ ଜୀବନରେ କଷ୍ଟ ନାହିଁ । ଘର ଛାଡ଼ି ଦୂର ସହରକୁ ଯାଆନ୍ତି ନିଜ ଘରର ଖୁସି ପାଇଁ । ବାର ଘଣ୍ଟା ଡ୍ୟୁଟି କରିକି ୨୪ ଘଣ୍ଟା ଓଭର ଟାଇମ୍ ଡ୍ୟୁଟି କରନ୍ତି ନିଜ ଘରର ଖୁସି ପାଇଁ । ୧୦ ହଜାର ଟଙ୍କା ସାଲେରି ଆସିଲେ ନିଜେ ୨ ହଜାର ଟଙ୍କା ରଖି ୮ ହଜାର ଟଙ୍କା ଘରକୁ ଦିଅନ୍ତି ଘରର ଖୁସି ପାଇଁ । ଆଉ ଘରକୁ କିଛିଦିନ ପାଇଁ ବୁଲି ଆସନ୍ତି କୁଣିଆ ହୋଇ ।
ଯେଉଁ ପୁଅ ଘରେ ପାଣି ଗ୍ଲାସ୍ ଟିଏ ଆଣି ପିଇ ନଥାଏ ସେ ଆଜି ରୋଷେଇ କରି ଖାଉଛି । ଆଉ ବାସନ ନିଜେ ମାଜୁଛି ।ଆଉ ଥରେ ସେ ପୁଅକୁ ପଚାର ସେ କେତେ ଦୁଃଖରେ ଅଛି । ସେ ତାର ଦୁଃଖ କାହାକୁ କହିପାରେ ନାହିଁ ଘରର ଖୁସି ପାଇଁ । ଆଉ ସେହି ପୁଅମାନଙ୍କୁ ସଲାମ । ଯେଉଁମାନେ ଘରର ଖୁସି ପାଇଁ ଏତେ ଦୁଃଖରେ ରହୁଛନ୍ତି ଆଉ ସବୁ କିଛି ସହୁଛନ୍ତି ।