Movie prime

ଭୟାନକ ଚୋର - ମାତ୍ର ୧୦ମିନିଟ ରେ ATM କୁ କାଟି ଖଣ୍ଡ ଖଣ୍ଡ କରିଦେଲେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଭିଡିଓ ମାନ ଦେଖିବାକୁ ପାଇଥିବେ। ସୋସିଆଲ ମିଡିଆରେ ପ୍ରାୟତଃ ଭିଡିଓ ଖୁବ ଭାଇରାଲ୍ ହୋଇଥାଏ।
ସେଥି ମଧ୍ୟରୁ ଆପଣ ମାନେ ଅନେକ ଚୋରୀ ଭିଡିଓ ମଧ୍ୟ ଦେଖି ଥିବେ। ଆମେ ଏବେ ଆପଣଙ୍କୁ ସେଭଳି ଏକ ଚୋରୀ ଭିଡିଓ ଦେଖାଇବାକୁ ଯାଉଛୁ। ଏହି ଚୋରୀ ATM ରୁ ହୋଇଛି।
ଭିଡିଓ ଟିରେ ଦେଖନ୍ତୁ କିଭଳି ଭାବରେ ପ୍ରଥମେ ଚୋର ଦୁଇଜଣ ମଧ୍ୟରୁ ଜଣେ ATM ରେ ସ୍ପ୍ରେ କରି ATM କୁ ପୋଛିବାରେ ଲାଗି ପଡିଛନ୍ତି। ସେହି ସମୟରେ ଅନ୍ୟ ଜଣେ ବାହାରେ ଯାଇ ଦେଖୁଛି
 କି ସେଠାକୁ କିଏ ଆସିଛନ୍ତି କି ନାହିଁ। ଏହାପରେ ଦୁହେଁ ବାହାରୁ ଏକ ଅକ୍ସିଜେନ୍ ସିଲିଣ୍ଡର ଆଣିଛନ୍ତି। ଏହାପରେ ବାହାର ପଟୁ ଜଣେ ATM ର ସଟର କୁ ମଧ୍ଯ ବନ୍ଦ କରି ପକାଉଛନ୍ତି।
ଏହାପରେ ଦୁଇଜଣ ବିଭିନ୍ନ ଅସ୍ତ୍ର ଶସ୍ତ୍ର ସାହାଯ୍ୟରେ ATM କୁ ଖୋଲିବା ପାଇଁ ଚେଷ୍ଟା ମଧ୍ଯ କରୁଛନ୍ତି। ଏହାପରେ ଦୁହେଁ ସେଠାରେ ନିଆ ର ବ୍ୟବହାର କରି ଗ୍ୟାସ ବ୍ୟବହାର କରି ATM କୁ କଣା କରିବାକୁ ମଧ୍ଯ ଚେଷ୍ଟା କରିଛନ୍ତି।
ଏଭଳି ଅନେକ ପ୍ରୟାସ ପରେ ଦୁହେଁ ATM କୁ ଖୋଲି ମଧ୍ୟ ଦେଉଛନ୍ତି। ଏହାପରେ ଉଭୟ ମିଶି ATM ମଧ୍ୟରୁ ସମସ୍ତ ପଇସା ମଧ୍ଯ କାଢି ପକାଉ ଛନ୍ତି।
ଏହାପରେ ସେ ଦୁଇ ଚୋର ଟଙ୍କା କୁ ବ୍ୟାଗ ରେ ପୁରାଇ ସେଠାରୁ ପଳେଇ ଯିବାରେ ମଧ୍ଯ ସଫଳ ହୋଇ ଛନ୍ତି। ହେଲେ ସେତେବେଳ ପର୍ଯ୍ୟନ୍ତ କେହି ସେଠାରେ ଏହି ଘଟଣା ସଂପର୍କରେ ଜାଣି ପାରି ନଥିଲେ।
ପରେ ଏହି ଘଟଣାର ତଦନ୍ତ ପରେ ହିଁ ଘଟଣାର ସମସ୍ତ ତଥ୍ୟ ସମ୍ନାକୁ ଆସିଥିଲା। ହେଲେ ଏବେ ପୋଲିସ ଚୋର ମାନଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି।