Movie prime

ଅଭିନୟ ଛାଡ଼ି ବିଦେଶରେ ତୁଳସୀ ଦେଖନ୍ତୁ କେମିତି ରହୁଛନ୍ତି ଆଜିକା ସମୟରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଓଲିଉଡ ଜଗତର ଖବର ଜାଣିପାରିବେ । ସୋସିଆଲ ମିଡିଆରେ ଲୋକମାନେ ଏମିତି ଅନେକ ଖବର ଜାଣିପାରିବେ ।
ଓଲିଉଡ, ବଲିଉଡ ଜଗତର ଅନେକ ଖବର ଏହି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣେ ଟେଲି ଅଭିନେତ୍ରୀ ଇପ୍ସିତା ମହାନ୍ତିଙ୍କୁ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଟେଲି ଅଭିନେତ୍ରୀ ଜଣକ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରୁହନ୍ତି ।
ଏହି ଅଭିନେତ୍ରୀ ଜଣକ ଅନେକ ଟେଲି ସିରିଏଲରେ ଅଭିନୟ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ପାଇଁ ଲୋକଙ୍କ ଭଲପାଇବା ଜିତି ପାରିଛନ୍ତି ।
ଏହି ଅଭିନେତ୍ରୀ ଜଣକ ଅନେକ ଫିଲ୍ମରେ ଅଭିନୟ ବି କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଟେଲି ସିରିଏଲ୍ ତୁଳସୀ ରୁ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ଅଭିନୟରେ ସେ ସାରା ରାଜ୍ୟରେ ଘରେ ଘରେ ପରିଚିତ ଅଟନ୍ତି ।
ସେ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଏହି ଅଭିନେତ୍ରୀ ଜଣକ ସବୁବେଳେ ତାଙ୍କ ଅଭିନୟ ବା ତୁଳସୀ ଚରିତ୍ରରେ ଚିହ୍ନା ହୋଇଥାନ୍ତି ।
ଏହି ଅଭିନେତ୍ରୀ ଜଣକ ବିବାହ କରିବା ପରେ ଆଉ କୌଣସି ଟେଲି ସିରିଏଲ୍ କି କୌଣସି ଫିଲ୍ମ୍ କରିନାହାନ୍ତି । ଆଉ ଏବେ ସେ ବହୁତ ଖୁସିରେ ଅଛନ୍ତି ବୋଲି ଜଣାପଡିଛି ।
ସେ ତାଙ୍କ ସ୍ଵାମୀଙ୍କ ସହ ହସଖୁସିରେ ସଂସାର ଗଢ଼ିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣ ଅନେକ କଥା ଜାଣିପାରିବେ ।
ଏହି ଭିଡିଓରେ ଦେଖିପାରିବେ କି ଅଭିନେତ୍ରୀ ଇପ୍ସିତା ମହାନ୍ତି ଏବେ ବିଦେଶରେ ରହୁଛନ୍ତି । ଆଉ ସେ ସେଠାରେ ତାଙ୍କ ପରିବାର ସହ ରହୁଛନ୍ତି । ଲୋକମାନେ ତାଙ୍କୁ ଅନେକ ଭଲ ପାଇଥାନ୍ତି ।
ଏହି ଅଭିନେତ୍ରୀ ଇପ୍ସିତାଙ୍କ ସ୍ବାମୀ ବିଦେଶରେ କାମ କରନ୍ତି । ସେଥିପାଇଁ ସେ ସେଠାରେ ରୁହନ୍ତି । ଆଉ ତାଙ୍କର ଏକ ଝିଅ ଅଛି । ସେ ତାଙ୍କ ସ୍ବାମୀ ଏବଂ ଝିଅ ସହ ବହୁତ ଖୁସିରେ ଅଛନ୍ତି ।
ସେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ବିଦେଶରୁ ସେ ତାଙ୍କ ସ୍ବାମୀ ଆଉ ଝିଅଙ୍କ ସହ ବହୁତ ଶୀଘ୍ର ଓଡିଶା ଆସୁଛନ୍ତି ବୋଲି ସୂଚନା ମିଳିଛି ।
ସେ ଓଡ଼ିଶା ଆସିବା ପରେ ଅଭିନୟ କରିବେ କି ନାହିଁ ସେହିକଥା ଜଣାପଡିନାହିଁ । କିନ୍ତୁ ସେ ଏକ ସାକ୍ଷାତକାରରେ କହିଥିଲେ ତାଙ୍କୁ ସମୟ ମିଳିଲେ ସେ ଅଭିନୟ କରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।