Movie prime

ମା ହେବା ପରେ କେମିତି ଶାଶୁଘରେ ଝିଅ ସହ ଅଛନ୍ତି ଅଭିନେତ୍ରୀ ଆସୁ ଦେଖନ୍ତୁ ଏହି ଭିଡିଓ Ollywood

 
VIRAl video
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଡିଆ ଧାରାବାହିକ ର ଅଭିନେତ୍ରୀ ଆସୁ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଯିଏକି ଅଭିନୟ ଜଗତରେ ଏକ ରିଆଲିଟି ଶୋ ଯୋଡ଼ି ନମ୍ୱର୍ ୱାନ ରେ ଆସିଥିଲେ।
ଏବଂ ସେଠାରେ ସେ ଫାଇନାଲିଷ୍ଟ ମଧ୍ୟ ଥିଲେ ସେଥିରେ ମଧ୍ୟ ତାଙ୍କ ଅଭିନୟ ବହୁତ ଭଲ ଥିଲା। ସେହି ରିଆଲିଟି ଶୋ କୁ ସେ ଜିତି ପାରିନଥିଲେ ମଧ୍ୟ
ଅଭିନୟ ଜଗତରେ ବେଶ ଖ୍ୟାତି ଅର୍ଜନ କରିଥିଲେ ସେ ଏକ ଧାରା ବହିକ “ଆମ ଘର ର ଲକ୍ଷ୍ମୀ "ରେ ଖଳ ନାୟିକା ଭୂମିକା ରେ ନଜର ଆସିଥିଲେ ଏବଂ ସେ ଏହି ଖଳ ନାୟିକା ଭୂମିକା କୁ ଏଭଳି ଭାବରେ ପରି ବେଷଣ କରିଥିଲେ କି ପ୍ରତ୍ୟେକ ଘରେ ଘରେ ଦର୍ଶକ ତାଙ୍କୁ ଖଳ ନାୟିକା ଭାବରେ ସ୍ୱୀକାର ମଧ୍ଯ କରି ନେଇ ଥିଲେ। ପ୍ରତ୍ୟକ ଅଭିନୟ କୁ ସେ ନିପୁଣ ଭାବରେ ନିଭାଇ ଛନ୍ତି।
ହେଲେ ଆସୁ ବିବାହ କରିସାରଛନ୍ତି ଏବଂ ବିବାହ ପରେ ସେ କୌଣସି ସିନେମା କି ଧାରାବାହିକ ରେ ଅଭିନୟ କରୁ ଥିବାର ଦେଖା ଯାଉ ନାହାଁନ୍ତି। ବିବାହ ପରେ ସେ ନିଜର ସ୍ଵାମୀ ଓ ଶାଶୂ ଘର ଲୋକ ପାରିବାର ସହ ବେଶ ସମୟ ବିତାଇବା ରେ ଲାଗିଛନ୍ତି। ବେଶ ଖୁସୀରେ ମଧ୍ଯ ସେ ତାଙ୍କ ପରିବାର ଲୋକଙ୍କ ସହ ରହୁଛନ୍ତି।
ତାଙ୍କର ଏକ ଝିଅ ମଧ୍ୟ ହୋଇଛି ସେ ମଧ୍ଯ ତାଙ୍କ ଝିଅ ସହ ବେଶ ମଜା ମସ୍ତି କରୁଛନ୍ତି। ଝିଅ ଟି ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ହୋଇଛି। ତାଙ୍କ ଝିଅ ସହ ସେ ଅନେକ ଭିଡିଓ କରି ଓ ଫଟୋ ଉଠାଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପ୍ରାୟ ସମୟରେ ପୋଷ୍ଟ ମଧ୍ୟ କରୁଛନ୍ତି ଓ ଭିଡ଼ିଓ ଫଟୋ ଗୁଡିକ ମଧ୍ୟ ଏବେ ବେଶ ଭାଇରାଲ ହେବାରେ ଲାଗିଛି।