Movie prime

ଗଛରେ ଫଳିଛି ଅଦଭୁତ କଦଳୀ ଦେଖିବାକୁ ଲୋକ ମାନଙ୍କ ଭିଡ ଦେଖନ୍ତୁ ପିଲାଠୁ ବୃଦ୍ଧ ଯାଏଁ ସମସ୍ତେ ଜମା Viral Video

 
Viral video
ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଗାଁ ଲୋକ ସାଙ୍ଗଙ୍କୁ ସ୍କୁଲ୍ ର ପିଲାମାନେ ସମସ୍ତେ କଦଳୀ ଗଛ ପାଖକୁ ଦୋୖଡି ଚାଲି ଆସିଥିଲେ।
କଦଳୀ ଗଛରେ ଏମିତି କଣ ଫଳିଛି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।କଦଳୀ ଗଛରେ ବିଚିତ୍ର ଭାବରେ କଦଳୀ ଫଳିଛି। କୁନି କୁନି ପିଲାମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ସେମାନେ ଯାହା ଦେଖିଛନ୍ତି ଓ ପିଲା ବେଳୁ ପଢ଼ିଛନ୍ତି ଗଛର ଅଗ୍ରଭାଗ ରେ କଦଳୀ ଫଳିଥାଏ। କିନ୍ତୁ ଏବେ ଯେଉଁ କଦଳୀ ଫଳିଥିବାର ଦେଖିବାକୁ ମିଳିଛି ତାହା ଗଛର ମଝିରୁ ଫଳିଛି।
ଏସବୁ ଦେଖି ପିଲାମାନେ ଅନେକ ପ୍ରଶ୍ନ କରିଛନ୍ତି।ଦୁନିଆରେ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳିଥାଏ। ଯାହାକୁ ନେଇ ବିଭିନ୍ନ ସମୟରେ ଅନେକ ଚର୍ଚ୍ଚା ମଧ୍ୟ ଜୋର ହେଉଛି।
ତେବେ ବର୍ତ୍ତମାନ ଯୁଗ ପରିବର୍ତ୍ତନ କୁ ଆଖି ଆଗରେ ରଖିଲେ ଅନେକ ବିଚିତ୍ର ଦ୍ରବ୍ୟ କୁ କେହି ପୌରାଣିକ ଆଖ୍ୟା ଦେଉଛନ୍ତି।
ଆଉ କିଏ ବୈଜ୍ଞାନିକ କାରଣ ବୋଲି କହୁଛନ୍ତି। କେଉଁ କାରଣ ଯୋଗୁ ଏଭଳି ହୋଇଛି ଅନେକ ଲୋକ ଭାବୁଛନ୍ତି।ମଝିରେ କଦଳୀ ଫଳି ଥିବାର ଦେଖିବାକୁ କେବେ ମିଳିନି।
କିନ୍ତୁ ବର୍ତ୍ତମାନ ସମୟରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ବିନାୟକ ପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରଞ୍ଜୁ ରେଖାଙ୍କ ବାଡ଼ିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଗଛରେ ଏଭଳି ବିଚିତ୍ର ଭାବରେ କଦଳୀ ହୋଇଥିବାରୁ ଅନେକ ପିଲାମାନେ ଓ ଗ୍ରାମବାସୀ ଦେଖିବା ପାଇଁ ଚାଲି ଆସିଥିଲେ।
ଜଣେ ଝିଅ ଗଣମାଧ୍ୟମ ସାମ୍ନାରେ କହିଛି ଯେ କଦଳୀ ଅଗ୍ରଭାଗ ରେ ହୋଇଥାଏ କିନ୍ତୁ ଏହା ମଝିରେ ହୋଇଛି।ଅନେକ ଲୋକ ଅନେକ ମନ୍ତବ୍ୟ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.