Movie prime

୬ ଲକ୍ଷ ଆଧାର କାର୍ଡ ବନ୍ଦ କଲେ ସରକାର ଆପଣଙ୍କ ଆଧାର କାର୍ଡ ଅଛି ତ ସୁରକ୍ଷିତ ଜାଣନ୍ତୁ ଏହି ଜରୁରୀ ସୂଚନା

 
Adhar card

ନମସ୍କାର ପାଠକ ବନ୍ଧୁ ଗଣ। ଛଅ ଲକ୍ଷ ଆଧାର କାର୍ଡ ରବ୍ଧ ରଦ୍ଧ କଲେ ସରକାର । ସୁରକ୍ଷିତ ଅଛି ତ ଆପଣ ଙ୍କ ଆଧାର ପ୍ରମାଣ ପତ୍ର।

କେମିତି କରିବେ ଚେକିଂ ? ଆଧାର କାର୍ଡ ଆଜି ର ଦିନ ରେ ପରିଚୟ ପ୍ରମାଣ ପତ୍ର ର ଗୁରୁତ୍ଵ କେତେ ତାହା ଆପଣ ବେଶ୍ ଭଲ ଭାବରେ ଜାଣି ଥିବେ। ଯେ କୌଣସି କାମ ହେଉ ନା କାହିଁକି ପରିଚୟ ପତ୍ର ଖୋଜା ପଡ଼ିଲେ ସମସ୍ତ ଏହି ଆଧାର କାର୍ଡ ଖୋଜିବେ।

ହେଲେ ଆପଣ ଙ୍କ ଏହି ଆଧାର କାର୍ଡ ଟି ସୁରକ୍ଷିତ ଅଛି ତ ଅନ୍ୟ କେହି ଆପଣ ଙ୍କ ଆଧାର କାର୍ଡ ର ଖରାପ ବ୍ୟବହାର କରୁ ନାହାଁନ୍ତି ତ ।
କିଛି ଦିନ ହେବ ଭାରତ ରେ ଅନେକ ନକଲି ଆଧାର କାର୍ଡ ଦେଖିବାକୁ ମିଳିଛି। ଅନେକ ଲୋକ ଲୋକ ମାନଙ୍କ ନକଲି ଆଧାର କାର୍ଡ ତିଆରି କରି ଏହାକୁ ଖରାପ କାମ ରେ ବ୍ୟବହାର କରୁ ଛନ୍ତି।
ତେଣୁ ଏହା ଉପରେ ତୁରନ୍ତ ଆକ୍ସନ ନେଇ । ୟୁ ଆଇ
ଡି ଆଇ ପ୍ରାୟ ଛ ଲକ୍ଷ ଆଧାର କାର୍ଡ କୁ କାନ୍ସଲ କରି ଦେଇଚି ।
ଲୋକ ସଭା ରେ ମଧ୍ୟ ଇଲୋକ୍ଟ୍ରୋନିକ ଓ ଆଇ ଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୂଚନା ଦେଇଛନ୍ତି । ଆଧାର କାର୍ଡ ଏବେ ଲୋକ ମାନଙ୍କ ପାଇଁ ଏକ ଜରୁରୀ ପରିଚୟ ପ୍ରମାଣ ପତ୍ର ହୋଇ ସାରିଛି 
ତେଣୁ ଏହାକୁ କେମିତି ସୁରକ୍ଷିତ ରଖା ଯାଇ ପାରିବ ଏହାର ଖରାପ ବ୍ଯବହାର ନ ହେବ ସେଥି ପ୍ରତି ଧ୍ୟାନ ଦେବା ଜରୁରୀ ହୋଇ ପଡ଼ିଛି। ତେଣୁ ଆପଣ ଙ୍କ ଆଧାର କାର୍ଡ ସୁରକ୍ଷିତ ଅଛି କି ନାହିଁ ତାହା ଆପଣ ଚେକ୍ କରିବା ଆବଶ୍ୟକ ।
ଏଥି ପାଇଁ ଆପଣ ଙ୍କୁ କୌଣସି ଅଫିସ ରେ ଲାଇନ୍ ଲଗେଇ ବାକୁ ପଡ଼ିବ ନାହିଁ। ଘରେ ବସି ଆପଣ ନିଜ ଆଧାର କାର୍ଡ ସୁରକ୍ଷିତ ଅଛି କି ନାହିଁ ତାହା ଜାଣି ପାରିବେ।