Movie prime

ଅ-ଘୋରୀ ବାବାଙ୍କ ଭୟଙ୍କର କାଣ୍ଡ ଦେଖନ୍ତୁ କଲେ ଏମିତି ଯେ ମୋବାଇଲ ରୁ ମୋବାଇଲ ଘୁରୁଛି ଭିଡିଓ

 
Viral aghori
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏବେ ତ ନିକଟରେ ଗଣେଶ ପୂଜା ଯାଇଛି ଆଉ ଏହାର ଭସାଣୀକୁ ନେଇ ଏବେ ସବୁଆଡେ ଖୁସିର ମହୋଲ ହୋଇଛି ।
ଭଗବାନ ଶ୍ରୀ ଗଣେଶଙ୍କ ପୂଜା ତ ଭଲଭାବେ ସବୁ ଆଡେ ପାଳିତ ହୋଇଥିଲା ଆଉ ଏହା ସମସ୍ତେ ଜାଣିଥିବେ ।
ଆଉ ଏହାପରେ ଏବେ ଅନେକ ସ୍ଥାନରେ ପ୍ରଭୁ ଶ୍ରୀ ଗଣେଶଙ୍କର ବିସର୍ଜନ ବା ଭସାଣୀ ଚାଲିଛି ।ଆଉ ଲୋକମାନେ ଏହି ଭଷାଣୀରେ ବହୁତ ମଜା ମଧ୍ୟ କରୁଛନ୍ତି ।
ଆଉ ନାଚୁଛନ୍ତି ଝୁମୁଛନ୍ତି ମଧ୍ୟ । ଆଉ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପ୍ରଭୁ ଶ୍ରୀଗଣେଶଙ୍କ ଭସାଣୀରେ ଅଘୋରୀ ବାବାଙ୍କୁ ଦେଖିବାକୁ ମିଳିଛି ।
ଅଘୋରୀ ବାବା କହିଲେ ଆପଣମାନେ ସମସ୍ତେ ତ ଜାଣି ପାରୁଥିବେ । ତାଙ୍କର ଗଳାରେ ମୁଣ୍ଡ ମାଳ ଥାଏ ଆଉ ମୁହଁ ଏବଂ ଦେହ ସାରା ପାଉଁଶରେ ବୋଳା ହୋଇଥାଏ ।
ଆଉ ଗୋଡ଼ରୁ ମୁଣ୍ଡ ଯାଏଁ ରୁଦ୍ରାକ୍ଷ ମାଳ ଏବଂ ହାତରେ ଚିଲମ୍ ରହିଥାଏ ।ଆଉ ଏହି ଭଷାଣୀରେ ଅଘୋରୀ ବାବାଙ୍କ କାଣ୍ଡ ଦେଖିବାକୁ ମିଳୁଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ୍ ହେଉଛି ।
ଏହି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଂଝି ସହରରେ । କଣ୍ଟାବାଂଝି ସହରର ଏନଏସର ଆଜାଦ କ୍ଳବର୍ ସମସ୍ତେ ମିଶି ପୂଜା କରିଥିଲେ ଆଉ ୯ ତାରିଖ ଦିନ ଥିଲା ବିସର୍ଜନ ।
ଏହି ବିସର୍ଜନରେ ହରିୟାଣାର ଅଘୋରୀ ବାବାମାନେ ଆସି ତାଙ୍କର କଳା ପ୍ରଦର୍ଶନ କରିଥିଲେ ।ସେମାନଙ୍କ ଦଳ ନାଚି ନାଚି ଭକ୍ତଙ୍କୁ ବାନ୍ଧି ରଖିଥିଲେ । 
ଆଉ ଭକ୍ତଙ୍କ ଭିଡ ବହୁତ ଲାଗିଥିଲା ।ଆଉ ଏହି ଭିଡ଼ରେ ଅଘୋରୀ ବାବା ଜବ ଭକ୍ତଙ୍କୁ ମାଡ ମାରିଲେ ।ଏହି ଭକ୍ତ ଜଣକ କିଏ ଆଉ କାହିଁକି ତାଙ୍କୁ ବାବା ମାରିଲେ ଏଯାଏଁ ଜଣାପଡିନାହିଁ ।
ଆଉ ଏହି ମାଡ ମାରିବାର ଭିଡିଓ ଏବେ ଏ ମୋବାଇଲ୍ ରୁ ସେ ମୋବାଇଲ୍ ଘୁରି ବୁଲୁଛି ।