Movie prime

ଏବେ 5g କୁ ନେଇ ସାମ୍ନା ସାମ୍ନୀ ହେଲେ Ambani Adani ଦେଖନ୍ତୁ ଆଗକୁ କଣ ହେବ ପରିସ୍ଥିତି

 
Ambani adani
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଉଥିବେ । ଆଉ ଏହି ଖବର ମଧ୍ୟ ଜାଣିବା ଦ୍ବାରା ଏହା ଆପଣଙ୍କ କାମରେ ମଧ୍ୟ ହୋଇଥାଏ ।
ଆଉ ଏବେ ସୋସିଆଲ ମିଡିଆକୁ ଏକ ଭିଡିଓ ଆସିଛି ଯେଉଁଥିରେ ନେଟୱର୍କ ବିଷୟରେ କିଛି ତଥ୍ୟ ଦିଆଯାଇଛି । ଆଉ ଏବେ ଏବେ ତ 5G ନେଟୱର୍କ ଆସିଲାଣି । ଆଉ ଏହି ବିଷୟରେ କିଛି ସୂଚନା ଏହି ଭିଡିଓ ମାଧ୍ୟମରେ ଦିଆଯାଇଛି । 
ଆପଣମାନେ ତ ସମସ୍ତେ ମୁକେଶ ଆମ୍ବନୀଙ୍କ ନାଁ ଶୁଣିଥିବେ । ଆଉ ସେ ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆଉ ଏବେ ଏବେ ଆଦାନୀଙ୍କ ନାଁ ସମସ୍ତଙ୍କ ସାମ୍ନାକୁ ଆସିଛି ।
ଆଉ ଏବେ ସେ ବି ସର୍ବଶ୍ରେଷ୍ଠ ଧନୀମାନଙ୍କ ଲିଷ୍ଟରେ ଅଛନ୍ତି । ଆଉ ଏବେ ସେମାନେ ଦୁଇଜଣ ମୂହାମୁହିଁ ହେବେ ବୋଲି ସୂଚନା ମିଳିଛି । ଦେଶରେ ଖୁବ୍ ଶୀଘ୍ର ଆସିବାକୁ ଯାଇଛି 5G ସେବା । 
ଜୁଲାଇ ୨୬ ତାରିଖରେ ଏହି 5G ର ନିଲାମୀ ହେବାକୁ ଯାଉଛି । ଏହି ନିଲାମିରେ ସାମ୍ନାସମ୍ନି ମୂହାମୁହିଁ ହେବେ ଅମ୍ବାନୀ ଏବଂ ଆଦାନୀ । ପୂର୍ବରୁ ଏହି ଦୁଇ ଉଦ୍ୟେଗପତି ଆଗରୁ କୌଣସି ବ୍ୟବସାୟ ମାଧ୍ୟମରେ ପ୍ରତିଦ୍ବନ୍ଦୀ ହୋଇନାହାନ୍ତି ।
ଅମ୍ବାନୀ ଆଉ ଆଦାନୀ ଗ୍ରୁପର ଲଢେଇ ଏହି 5G ନେଟୱର୍କ ନିଲାମୀରେ ହେବ । ଆଦାନୀ ଗ୍ରୁପର ଏହି ନେଟୱର୍କ ନିଲାମିରେ ଭାଗ ନେବାକୁ ଇଚ୍ଛା ନାହିଁ ।
ଅମ୍ବାନୀଙ୍କ ରିଲିଆନ୍ସ ଜିଓ ଏବେ ସବୁଠାରୁ ବଡ ନେଟୱର୍କ ବୋଲି ଜଣାପଡିଛି । ଏହି ନିଲାମିରେ ଆଦାନୀ ଗ୍ରୁପ ଭାଗ ନେବ ବୋଲି ସିଧାସିଧା କହିଛି ।
ବିମାନ ବନ୍ଦର ଠାରୁ ଆରମ୍ଭ କରି ଏକ ଘରୋଇ ନେଟୱର୍କ ଭାବରେ ଏହି ନେଟୱର୍କକୁ ବ୍ୟବହାର କରିବା ପାଇଁ ଆମେ ଏହି ନିଲାମିରେ ଭାଗ ନେଉଛୁ ବୋଲି ଆଦାନୀ ଗ୍ରୁପ କହିଛନ୍ତି । ଆଉ ଏହି 5G ନିଲାମ ପାଇଁ ଏୟାରଟେଲ, ଭୋଡ଼ାଫୋନ କମ୍ପାନୀ ମଧ୍ୟ ଭାଗ ନେଇଛି ।