Movie prime

ଅଣ୍ଡା ଧରି ମହିଳା କଲେ ଏମିତି ଝଗଡ଼ା ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏମିତି ଅନେକ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏବେ ଦେଖିବାକୁ ମିଳୁଛି କି ଗୋଟିଏ ସ୍କୁଲରେ ପିଲାମାନେ ଅଣ୍ଡା ନେବାକୁ ଛିଡ଼ା ହୋଇଥିଲେ । ରୋଷେଇ କରିଥିବା ମାଉସୀ ଜଣକ ଅଣ୍ଡା ଦେବା ବଦଳରେ ଝଗଡ଼ା ଲଗୁଛନ୍ତି । 
ଏହାକୁ ଦେଖି ପିଲାମାନେ ଡରି ଯାଇଛନ୍ତି । ସେହି ମହିଳା ଜଣକ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସମୟରେ ଝଗଡ଼ା କରୁଛନ୍ତି ଅନ୍ୟଙ୍କ ସହ ଆଉ ପିଲାମାନଙ୍କୁ ଅଣ୍ଡା ଦେଉନାହାନ୍ତି । ସେହି ମାଉସୀ କହୁଛନ୍ତି କି ତାଙ୍କୁ କଣ କାମ ଅଭାବ ସେ କିଛିବି କରିପାରିବେ । କିନ୍ତୁ ମାଉସୀ ଜଣକ ପିଲାଙ୍କୁ ଅଣ୍ଡା ଦେଉନାହାନ୍ତି । ପିଲାମାନଙ୍କୁ ଛିଡ଼ା କରି ଝଗଡ଼ା କରୁଛନ୍ତି । ତାଙ୍କୁ ଅଣ୍ଡା ଦେଉନାହାନ୍ତି । ପିଲାମାନେ ତାଙ୍କ ପାଟି ଶୁଣି ଡରି ଯାଇଥିଲେ । ଏହି ଘଟଣା ହେଉଛି କି ମଧ୍ୟାହ୍ନ ଭୋଜନକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ପାଟି ଲାଗିଥିଲା ।
ଏହି ଘଟଣା ହେଉଛି ଗଜପତି ଜିଲ୍ଲାର । ଏହି ଜିଲ୍ଲାର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇକୁ ନେଇ ଚାଲିଥିଲା ପାଟି ତୁଣ୍ଡ । ସୂଚନା ଅନୁସାରେ ଜୀବନ ଡକରା ମହିଳା ଗ୍ରୁପ ୨୦୦୬ ମସିହାରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବାକୁ ଆସୁଥିଲେ । ଆଉ ଏହାପରେ ତାଙ୍କ ଦଳ ଭିତରେ ଝଗଡ଼ା ହେବାରୁ ଏହି ଭୋଜନର ଦାୟିତ୍ଵ ଆଉ ଏକ ଗୋଷ୍ଠୀକୁ ଦିଆ ଯାଇଥିଲା । ଆଉ ଏହାପରେ ଏହି ନୂଆ ଦଳକୁ ରୋଷେଇ କରିବାକୁ ଜୀବନ ଡକରା ଗ୍ରୁପ ଦେଉନଥିଲେ । ଏହି ଗ୍ରୁପ ବ୍ୟାଙ୍କରେ ପଇସା ଡିପୋଜିଟ କରିଥିଲେ । 
ଆଉ ଏହାସହ ତାଙ୍କ ପାଖରେ ମଧ୍ୟ ଖାଇବା ବନାଇବାର ନୋଟିସ ମଧ୍ୟ ଅଛି କିନ୍ତୁ ସେହି ପୁରୁଣା ଗ୍ରୁପ ତାଙ୍କୁ ଖାଇବା ବନାଇବାକୁ ଦିଅନ୍ତି ନାହିଁ ।ସେଥିପାଇଁ ଜୋର୍ ଜବରଦସ୍ତ ଏହି ଗ୍ରୁପ ସ୍କୁଲକୁ ଆସି ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବନାଇଥିଲେ । ଏହାପରେ ପୁରୁଣା ଗ୍ରୁପ ଆଉ ନୂଆ ଗ୍ରୁପ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ବିଓ ଆସି ଏହି ସମସ୍ୟାର ସମାଧାନ କରିଥିଲେ । ପ୍ରଶାସନ ପହଞ୍ଚି ଏହି ସମସ୍ୟାର ସମାଧାନ କରିଥିଲେ । କିନ୍ତୁ ତାଙ୍କ ଝଗଡ଼ା ପାଇଁ ପିଲାମାନଙ୍କୁ ହଇରାଣ ହେବାକୁ ପଡ଼ିଲା । ଆଉ ରହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।