Movie prime

ଆପଣଙ୍କ ପ୍ରିୟ ହିରୋ ଅନୁଭବଙ୍କ ଘରେ ଭୋଜି ଦେଖନ୍ତୁ କେମିତି କଲେ ଛାଡଖାଇ ପାଳନ

 
Viral video
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ କାର୍ତ୍ତିକ ମାସ ପରେ ଯେଉଁ ଛାଡଖାଇ ପଡୁଛି ତାହାକୁ ନେଇ ଅନେକ ପ୍ରକାରର ଭିଡିଓ ମଧ୍ୟ ଦେଖିଥିବେ । କାର୍ତ୍ତିକ ମାସ ହେଉଛି ଏକ ଧର୍ମ ମାସ । ଏହି ମାସରେ କେହି ଆମିଷ ଖାଆନ୍ତି ନାହିଁ । ଆଉ ଏହି ମାସରେ ସମସ୍ତେ ଧର୍ମ କାର୍ଯ୍ୟ କରିଥାନ୍ତି । ଏହି ମାସ ହେଉଛି ସବୁ ମାସ ଭିତରୁ ଏକ ପୁଣ୍ୟ ମାସ । ଏହି କାର୍ତ୍ତିକ ମାସ ସରିବା ପରେ ସମସ୍ତେ ଛାଡଖାଇ ପାଳନ କରିଥାନ୍ତି ।
ଆଉ ଏହି ଛାଡଖାଇ ସମସ୍ତେ ଆମିଷ ଖାଇ ଭୋଜି ଭାତ କରି ଖାଇ ପିଇ ଏଞ୍ଜୟ୍ କରିଥାନ୍ତି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଏମିତି କିଛି ଛାଡଖାଇ ପାଳନର କିଛି ଦୃଶ୍ୟ । ଏହି ଛାଡଖାଇରେ ସମସ୍ତେ ତ ନିଜ ଘରେ ହେଉବା କୌଣସି ସ୍ଥାନରେ ଭୋଜି କରି ବିଭିନ୍ନ ପ୍ରକାରର ଆମିଷ ଭୋଜନ କରିଥାନ୍ତି । ଆଉ ଏଥିରୁ ବାଦ୍ ପଡ଼ି ନାହାଁନ୍ତି ସିନେ ତାରକା । ଆପଣମାନେ ସମସ୍ତେ ତ ଓଲିଉଡ ଜଗତର ଅନେକ କଳାକାରମାନଙ୍କ ବିଷୟରେ ଅନେକ ଖବର ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ପାଉଥିବେ ।
ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଓଲିଉଡ ଜଗତର ମହାନ୍ କଳାକାର ଜଣକ ଛାଡଖାଇ ପାଳନ କରୁଛନ୍ତି । ଆଉ ତାଙ୍କ ଘରେ ଭୋଜି ମଧ୍ୟ ହେଉଛି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଘୁରି ବୁଲୁଛି । ଏହି ଅଭିନେତା ଜଣକ ହେଉଛନ୍ତି ଆପଣଙ୍କର ପ୍ରିୟ ଅନୁଭବ ମହାନ୍ତି । ଅନୁଭବ ମହାନ୍ତିଙ୍କୁ କିଏ ବା ନ ଜାଣିଛି । ସେ ସବୁବେଳେ ତାଙ୍କ କାମ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ଏହି ଅଭିନେତା ଜଣକ ଛାଡଖାଇ ପର୍ବ ବହୁତ ଧୁମଧାମରେ ପାଳନ କରୁଛନ୍ତି ।ଏହି ଅଭିନେତାଙ୍କ ଘରେ ଛାଡଖାଇ ଦିନ ଭୋଜି ହେଉଛି । 
ଆଉ ଏହି ଭୋଜି ତାଙ୍କ ପରିବାରକୁ ନେଇ ହେଉଛି । ତାଙ୍କ ବାପା ସେ ଏବଂ ତାଙ୍କ ମାଆ ମିଶି ରୋଷେଇ କରୁଛନ୍ତି । ଆଉ ଅନେକ ପ୍ରକାରର ଆମିଷ ଭୋଜି କରିଛନ୍ତି । ଶେଷରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ତାଙ୍କ ମାଆ ନିଜ ହାତରେ ଖୁଆଇ ଦେଉଛନ୍ତି । ଏହି ଖୁଆଇବାର ଭିଡିଓ ଦେଖିଲେ ସମସ୍ତଙ୍କର ମାଙ୍କ କଥା ମନେ ପଡ଼ିବ । ଏବେ ଏହି ଭିଡ଼ିଓକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏହି ଅଭିନେତା ଜଣକ ବହୁତ ଖୁସି ଅଛନ୍ତି । ଆଉ ସେ ବହୁତ ମଜାରେ ମାଙ୍କ ହାତରୁ ଖାଇବା ଖାଉଛନ୍ତି । ଏବେ ଏହି ଛଡଖାଇରେ ଅଭିନେତାଙ୍କ ଘରେ ହେଇଥିବା ଭୋଜିର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।