Movie prime

ନିଜ ସ୍ତ୍ରୀ ସହ ଶେଷ ରେ ହେଲା ଏମିତି କାମ ଆପଣ ବି ଲାଜେଇ ଯିବେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଅନେକ ପ୍ରକାରର ଖବର ଆଉ ଘଟଣା ଜାଣିଥିବେ । ଆଉ ଆଜିକା ଦୁନିଆରେ ସମସ୍ତେ ଭଲ ପାଉଛନ୍ତି ।
ଆଉ ଆପଣମାନେ ଅନେକ ପ୍ରକାରର ଭଲପାଇବା କଥା ଏହି ସୋସିଆଲ ମିଡିଆରେ ଦେଖିଥିବେ । ବା ଶୁଣିଥିବେ ।
ଆଜିକାର ଯୁବ ପୀଢ଼ି ତାଙ୍କ ଭଲପାଇବା ସହ କଥା ହୋଇ ଏହାର କଲ୍ ରେକର୍ଡିଂ କରୁଛନ୍ତି । ଆଉ ଏହା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏମିତି ଅନେକ ଘଟଣା ଆଜିକା ସମାଜରେ ଦେଖିବାକୁ ମିଳୁଛି । 
ଆଉ ଏବେ ଏମିତି ଏକ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମିକ ଜଣକ ପ୍ରେମିକା କହୁଥିବା କଥା ବୁଝି ପାରୁନାହାଁନ୍ତି ।
ଆଉ ସେହି ପ୍ରେମିକା ଜଣକ ଇଂରାଜୀ କହୁଛନ୍ତି କିନ୍ତୁ ତାଙ୍କ ପ୍ରେମିକ ଏହା ବୁଝି ପାରୁନାହିଁ । ସେହି ପ୍ରେମିକ ଜଣକ I love You କହୁଛନ୍ତି ।
ଆଉ ଏହାପରେ ତାଙ୍କୁ ପ୍ରେମିକା ଜଣକ ଏହା ସ୍ପେଲିଂ କରିବାକୁ କହୁଛନ୍ତି । ଆଉ ସେହି ପ୍ରେମିକ ଜଣକ ଏହା ବୁଝି ପାରୁନାହାଁନ୍ତି । ବାରମ୍ବାର କେବଳ ଆଇ ଲଭ୍ ୟୁ କହୁଛନ୍ତି ।
ଆଉ ପ୍ରେମିକା ଜଣକ ଇଂରାଜୀରେ କଥା ହେବାକୁ କହୁଛନ୍ତି । କିନ୍ତୁ ପ୍ରେମିକ ଜଣକ କହୁଛନ୍ତି ସେ ତାଙ୍କୁ ଖୁସିରେ ରଖିବେ । ବିବାହ କରିଦିଅ । ଆଉ ସେ ତାଙ୍କୁ ବହୁତ ଭଲ ପାଆନ୍ତି ।
ଆଉ ଏମିତି ଅନେକ କଥା ପ୍ରେମିକ ଜଣକ କହିଛନ୍ତି । କିନ୍ତୁ ପ୍ରେମିକା ଜଣକ ଇଂରାଜୀରେ ପଚାରିଛନ୍ତି ତୁମେ କଣ କର ସେହି ପ୍ରେମିକ ଜଣକ ଇଂରାଜୀ ବୁଝି ପାରୁନାହାଁନ୍ତି ।
ପ୍ରେମିକାର ସବୁ ପ୍ରଶ୍ନରେ ସେ କେନାଲ ଉତ୍ତର ଦେଇଛନ୍ତି ଆଇ ଲଭ୍ ୟୁ । ସେ ତାଙ୍କୁ ବହୁତ ଖୁସିରେ ରଖିବେ । 
ଆଉ ଏଭଳି ଅନେକ ପ୍ରଶ୍ନ ପଚାରିଛନ୍ତି ଇଂରାଜୀରେ ପ୍ରେମିକା ଜଣକ । ପ୍ରେମିକାର ଇଂରାଜୀ ଶୁଣି ପ୍ରେମିକ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି କଥାବାର୍ତ୍ତା ଏବେ ସୋସିଆଲ ମିଡିଆରେ ଏକ ପ୍ରକାରର ଅଲଗା ଭାବନା ସୃଷ୍ଟି କରିଛି ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । ଏହାକୁ ନେଇ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି । ଏହି ଖବରକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପ୍ରେମିକ ଆଉ ପ୍ରେମିକାର କଲ୍ ରେକର୍ଡିଂ ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।