Movie prime

ପ୍ରକୃତି ମିଶ୍ର ଙ୍କୁ କଡ଼ା ଜବାବ Aparajita mohanty ଙ୍କ ଆଗରେ ପ୍ରକୃତି ମିଶ୍ର କିଏ

 
Viral News
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ସବୁ ପ୍ରକାରର ଖବର ବିଷୟରେ ଜାଣି ପାରୁଥିବେ । ଆଉ ଏହି ଖବର ଜାଣିବା ଦ୍ବାରା ଲୋକମାନେ ଉପକୃତ ହେଉଛନ୍ତି ।
ଆଉ ଏହି ଖବର ଦ୍ଵାରା ଲୋକମାନେ ଦେଶ ଆଉ ବିଦେଶର ଏବଂ ପ୍ରତିଟି ଏରିଆରେ ଘଟୁଥିବା ଘଟଣା ବିଷୟରେ ଜାଣିବାକୁ ପାଇବେ । ଆଉ ଏବେ ଏବେ ତ ଓଲିଉଡକୁ ନେଇ ଆସିଥିବା ଖବର ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି ।
ଆଉ ଏହି ଖବର ହେଉଛି ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କ ପ୍ରେମ କାହାଣୀ । ଏବେ ଏହି ଦୁଇ ସିନେ କଳାକାରମାନଙ୍କର ଭଲପାଇବା ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଆଉ ଏହି ଖବରକୁ ବା ଏହି ଘଟଣାକୁ ନେଇ ବାବୁଶାନ୍, ତାଙ୍କ ସ୍ତ୍ରୀ, ତାଙ୍କ ବାପା, ତାଙ୍କ ମାଆ ଆଉ ପ୍ରକୃତି ମିଶ୍ର ଏବଂ ତାଙ୍କର ବାପା ମା ଏବଂ ଏହା ସହିତ ବିଭିନ୍ନ ନେତା ଆଉ ରାଜନେତା ଆଉ ଯାତ୍ରା କଳାକାରମାନେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆଉ କିଛି ଆଇନଜୀବୀ ଏବଂ ସମାଜସେବୀ ମାନେ ଏହି ଘଟଣା ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏବେ ଏକ ଖବର ଆସିଛି ଯେଉଁଥିରେ ଆଇନଜୀବୀ ମୋନାଲିସା ଗନ୍ତାୟତ ଏହି ଘଟଣା ସଂପର୍କରେ ନିଜର ପ୍ରତିକ୍ରିୟା ରଖି ପ୍ରକୃତି ମିଶ୍ରଙ୍କ ନାଁରେ କିଛି କଥା କହିଛନ୍ତି ।
ସେ କହିଛନ୍ତି, ପ୍ରକୃତି ମିଶ୍ର ତମେ କଣ କହୁଛ କି ତମେ ଓଡ଼ିଶା ଇଣ୍ଡଷ୍ଟ୍ରିକୁ ଆଗକୁ ନେଉଛ । ଆଉ ତମେ ଜଣେ ମହାନ୍ କଳାକାର କିନ୍ତୁ କିଏ ତମେ । 
ଆଉ ପ୍ରକୃତି ମିଶ୍ରଙ୍କ ମାଆ କହୁଛନ୍ତି ମୋ ଝିଅ ବମ୍ବେରେ ରୁହେ ତାହେଲେ ସେ ଭୁବନେଶ୍ଵରରେ କଣ କରୁଥିଲେ । ଆଉ ପ୍ରକୃତି ତମେ ଯାହା କରୁଛ ସେସବୁ ଭୁଲ । ଅପରାଜିତା ମହାନ୍ତି ହେଉଛନ୍ତି ଜଣେ ଲିଜେଣ୍ଡ ଆଉ ସେ ବହୁତ ବଡ କଳାକାର ।
ତାଙ୍କୁ ମୁଁ ଆଉ ସମସ୍ତ ଓଡ଼ିଶାବାସୀ ବହୁତ ରେସପେକ୍ଟ କରନ୍ତି । ଆଉ ସେ ଜଣେ ବହୁତ ଭଲ ମଣିଷ । ପ୍ରକୃତି ତୁମେ ତାଙ୍କ କଥା ଶୁଣ ଆଉ ତାଙ୍କ ରାସ୍ତାରେ ଚାଲ ଆଉ ଭଲ ମଣିଷ ହୁଅ ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.