Movie prime

ଆପଣଙ୍କ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ମାଣବସା ଗୁରୁବାର ଦେଖନ୍ତୁ କେମିତି କଲେ ପାଳନ

 
Viral video
ନମସ୍କାର ବନ୍ଧୁଗଣ। ଦର୍ଶକ ବନ୍ଧୁ ବର୍ଷର ପ୍ରତ୍ଯେକ ଗୁରୁବାର ମା ଲକ୍ଷ୍ମୀ ଙ୍କ ବାର ହୋଇଥିଲେ ମଧ୍ୟ , ମାର୍ଗଶିର ମାସ ର ସମସ୍ତ ଗୁରୁବାର ଗୁଡିକ ରେ ବିଶେଷ ମହତ୍ତ୍ଵ ରହିଛି।
ଏହି ମାସ ଗୁରୁବାରେ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ , ଉଚ୍ଚ ଜା-ତି ଠୁ ନି-ଚ୍ଛ ଜା-ତି ପର୍ଯ୍ୟନ୍ତ ସମସ୍ତେ ମାଣ ବସାଇ ମା ଲକ୍ଷ୍ମୀ ଏନକେ ପୂଜାର୍ଚ୍ଚନା କରି ମା ଲକ୍ଷ୍ମୀ ଙ୍କ ପୁରାଣ ପଢିଥାନ୍ତି।
ଓଡିଆ ବୋହୁ ମାନେ ଏହାକୁ ନିଷ୍ଠା ଓ ଭକ୍ତି ଭାବ ମନ ରେ ଏହି ବ୍ରତ ଟି ପାଳନ କରିଥାନ୍ତି। ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଣ ବସାଇବା ପୂର୍ବ ରୁ ଗୋବର ରେ ଘର ଦ୍ଵାର ଲିପା ପୋଛା କରାଯାଇଥାଏ ଓ ଅନେକ ବିଧି ବିଧାନ ରହିଛି। 
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମାଣବସା ଟି ସମସ୍ତେ ଘରେ କରିଥାନ୍ତି। ତେବେ ବିବାହ କରିଥିବା ଅଭିନେତ୍ରୀ ମାନ ଙ୍କ ଠାରୁ ବିବାହିତ ମହିଳା ପର୍ଯ୍ୟନ୍ତ ସମସ୍ତେ ନିଜ ଶାଶୁଘରେ ମାଣ ବସାଇ ଥାନ୍ତି ମା ଙ୍କ ପୂଜା ବିଧି ଅନୁସାରେ।
ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । 
ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜୀବନ ରେ ଅଭିନୟ କରି ଯେତିକି ଲୋକ ପ୍ରିୟ ହୋଇପାରିଛନ୍ତି ତା ଠାରୁ ଅଧିକ ଲୋକ ପ୍ରିୟ ହୋଇ ପରିଛନ୍ତି ସାମାଜିକ କାମ କରି।
ଆପଣ ମାନେ ଜାଣିଥିବେ ଯେ ସାବ୍ୟଶଚି ଓ ଅର୍ଚ୍ଚିତା ଏହି ଦୁଇ ଯୋଡି ମିଶି ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରି ସେମାନ ଙ୍କ ମୁହଁ ରେ ହସ ଦେଇଛନ୍ତି। ଓଲିଉଡ ର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସୁନ୍ଦରୀ ନାୟିକା ଅର୍ଚ୍ଚିତା ସାହୁ।
ଅର୍ଚ୍ଚିତା ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।
ତାହେଲେ ବନ୍ଧୁଗଣ ଗତ କାଲୀ ମାଣବସା ଗୁରୁବାର ହୋଇଥିଲା ଓ ଅର୍ଚ୍ଚିତା ନିଜ ଶାଶୁଘରେ ମାଣବସାଊ ଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଓ ଆପଣ ମାନେ ମଧ୍ୟ ଏହି ବିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖି ପାରୁଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.