Movie prime

ମୁଁ ଘର ଖର୍ଚ୍ଚ କରୁଛି ସ୍ତ୍ରୀ କୁ ଟଙ୍କା କାହିଁକି ଦେବି ସ୍ଵାମୀ ସ୍ତ୍ରୀ ଭିତରେ ମହା ବିତର୍କ Asara Aloka

 
Asara aloka

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ । ଆଉ ଆପଣମାନେ ଅନେକ ସିରିଏଲର ଅନେକ କିଛି କଥା ବା ଭିଡିଓ ମଧ୍ୟ ଆପଣମାନେ ସୋସିଆଲ ମିଡିଆରେ ଦେଖୁଥିବେ ।

ଆଉ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା "ଆଶାର ଆଲୋକ" ରିଆଲିଟି ଶୋର କିଛି ଅଧ୍ୟାୟ । ଏହି ଶୋରେ ସ୍ବାମୀ ସ୍ତ୍ରୀଙ୍କର ସମ୍ପର୍କ ଭଲରେ ନଥିଲେ ଆଉ ଝଗଡ଼ା ଥିଲେ ଆଉ ଏକାଠି ରହୁନଥିଲେ ବା ଝଗଡ଼ା ହେଉଥିଲେ ଏହି ଶୋ ମାଧ୍ୟମରେ ସବୁ କିଛି ସମାଧାନ ହୋଇଥାଏ । 

ଆଉ ଏହି ଶୋ ମାଧ୍ୟମରେ ସ୍ବାମୀ ଆଉ ସ୍ତ୍ରୀ ଦୁହେଁ ଏକାଠି ପୁଣି ମିଶି ଯାଆନ୍ତି । ଆଉ ଏହି ଶୋ ଦ୍ଵାରା ବହୁତ ପରିବାର ଆଜି ଏକତ୍ରିତ ହୋଇଛନ୍ତି । ଏହି ଶୋ ରେ ଆଜି ଏକ ଦମ୍ପତ୍ତି ଆସିଛନ୍ତି ଯେଉଁମାନଙ୍କର ଝଗଡ଼ା ହୋଇଛି ।
ସ୍ତ୍ରୀ ଜଣକ କହିଛନ୍ତି, ମୋତେ ମୋ ସ୍ବାମୀ ଯୁଆଡ଼େ ଯାଆନ୍ତି କୁହନ୍ତି ନାହିଁ । ଆଉ ସେ ବେଳେବେଳେ ମୋତେ କୁହନ୍ତି ଆଉ ଏବେ ଆଉ କିଛି କହୁ ନାହାନ୍ତି । ଆଉ ମୁଁ ତାଙ୍କୁ ବହୁତ ଭଲପାଏ । ଆଉ ମୁଁ ତାଙ୍କୁ କୁଆଡେ ଛାଡେ ନାହିଁ । 
ଆଉ ତାପରେ ଜଜ୍ କହିଛନ୍ତି ଏହା ହେଉଛି ସେହି ସନ୍ଦେହର କାରଣ । ଆଉ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ସନ୍ଦେହ କରୁଥିଲେ । ଆଉ ତାଙ୍କ ସ୍ବାମୀ ଯୁଆଡ଼େ ଗଲେ ବି ତାଙ୍କୁ ଫୋନ କରି କୁହନ୍ତି ଜଲଦି ଆସ ମୋତେ ଭଲ ଲାଗୁନି ।
ଆଉ ଏମିତି ହୋଇ ସନ୍ଦେହ ବଢ଼ିଛି । ଆଉ ସ୍ତ୍ରୀ ଜଣକ ତିନି ମାସ ହେଲା ଅଲଗା ରହୁଛନ୍ତି । ଆଉ ଏକାଠି ମିଶିବାକୁ ଏହି ଶୋ କୁ ଆସିଛନ୍ତି । ଆଉ ତାଙ୍କ ସ୍ବାମୀ ସ୍ତ୍ରୀ ପାଇଁ ଗୀତ ଗାଇଛନ୍ତି । 
ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି ଆଉ ଏକାଠି ରହିବା ପାଇଁ ଚାହାଁନ୍ତି । ଆଉ କୌଣସି ପାରିବାରିକ ବା ସନ୍ଦେହ କାରଣରୁ ଅଲଗା ହୋଇ ଯାଇଥିଲେ । ଆଉ ଏବେ ସବୁ ଠିକ୍ ଅଛି ।
ଆଉ ସେମାନେ ଏକାଠି ମିଶି ତାଙ୍କ ଘରକୁ ଗଲେ । ଆଉ ଖୁସିରେ ରହିବେ ବୋଲି ପ୍ରତିଜ୍ଞା କରିଲେ । ଏହି ଶୋ ର ମୂଳ ଲକ୍ଷ୍ୟ ହେଲା ସ୍ବାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ କରି ତାଙ୍କୁ ପୁଣି ଏକାଠି ମିଶାଇବା । ଆଉ ତାଙ୍କର ପରିବାର ଗଢ଼ିବା ।