Movie prime

ଅଟୋ ରେ ବସିଥିଲେ ଜଣେ ନୁହେଁ କି ଦି ଜଣ ନୁହେଁ ପୁରା ୨୭ ଜଣ ଲୋକେ ଭିଡିଓ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ

 
Viral news
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗୋଟେ ଅଟୋ ରେ ସର୍ବାଧିକ ୫ ଜଣ ଲୋକ ବସି ପାରିବେ କିମ୍ୱା ଯଦି ବଡ଼ ଅଟୋ ହୋଇଥାଏ ତେବେ ସେଥିରେ ଅତ୍ୟଧିକ ୧୦ ଜଣ ଲୋକ ବସି ପାରିବେ ଓ ତାଙ୍କ ପାଇଁ ମଧ୍ଯ ସେହି ଅଟୋ ରେ ଯିବା ପାଇଁ ସୁବିଧା ହେବ। ତାଠାରୁ ଅଧିକ ଲୋକ ହେଲେ ସେଥିରେ ଜିବା ପାଇଁ ତାହା ଅତ୍ୟନ୍ତ ବିପଦ ଜନକ ହୋଇଥାଏ।
ହେଲେ ଆମେ ଏବେ ଆପଣଙ୍କୁ ଯେଉଁ ଭିଡିଓ ଟି ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଭାବିବେ କି ଏହା କିଭଳି ଭାବରେ ସମ୍ଭବ ଅଟେ ଆପଣଙ୍କ ଆଖି କୁ ମଧ୍ଯ ଆପଣ ବିଶ୍ବାସ କରି ପାରିବେ ନାହିଁ। ଦେଖାନ୍ତୁ ଏହି ଭିଡିଓ ଟିରେ ଗୋଟେ ଅଟୋ ରେ କେତେ ଜଣ ଲୋକ ବସି ଛନ୍ତି। ଗୋଟେ ଅଟୋର ୨୭ ଜଣ ବାସିଛନ୍ତି।
ଏବଂ ଏହି ଦୃଶ୍ୟ ଟି ହେଉଛି ଉତ୍ତର ପ୍ରଦେଶ ର ସେଠାରେ ଏହି ଅଟୋ ବାଲା ଟି ନିଜ ଅଟୋର ଏଭଳି ସତେଇସି ଜଣଙ୍କୁ ବସାଇ ଅଟୋ ଚଳାଇ ନେଇ ଯାଉଥିଲା।
ଠିକ୍ ସେହି ସମୟରେ ପୋଲିସ୍ ର ନଜର ସେହି ଅଟୋ ଉପରେ ପଡିଥିଲା ଏହାପରେ ଅଟୋ ବାଲା ଟି ନିଜ ଅଟୋ କୁ ବହୁତ୍ ସ୍ପୀଡ ରେ ଚଳାଇ ପଳାଇ ଯାଇଥିଲା ପୋଲିସ୍ କବଳ ରୁ ମୁକୁଳିବା ପାଇଁ ହେଲେ
ପୋଲିସ୍ ତାକୁ ଫଲୋ କରି ସେହି ଅଟୋ ଡ଼୍ରାଇଭର ଟିକୁ ଧରିବାରେ ମଧ୍ଯ ସଫଳ ହୋଇ ଥିଲା ଏହା ପରେ ସେହି ଅଟୋ ବାଲା ଉପରେ ଜୋରିମାନା ମଧ୍ଯ ଦେବାକୁ ପଡ଼ିଲା। ଯେଉଁ ଅଟୋର ୪ଜଣ ବସିବା କଷ୍ଟ କର ସେହି ଅଟୋର ୨୭ ଜଣ କୁ ଦେଖୀ ପୋଲିସ୍ ଆଚମ୍ବିତ ହୋଇ ଯାଇଥିଲେ। ଏହାପରେ ଅଟୋ କୁ ସିଜ କରିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ଯ ନେଇ ଥିଲେ।