Movie prime

ଦେଖନ୍ତୁ ଆପଣଙ୍କ ପ୍ରିୟ ହିରୋ Babushan Mohanty କେମିତି କରୁଛନ୍ତି ପୁଅ ସହ ମସ୍ତି ଦେଖନ୍ତୁ ଏହି ଭିଡିଓ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜବରଦସ୍ତ ଅଭିନେତା ବାବୁଶାନଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ।
ଗତ କିଛି ଦିନ ପୂର୍ବେ ବାବୁଶାନଙ୍କର ଗୋଟିଏ କୁନି ପୁଅ ଟିଏ ଜନ୍ମ ହୋଇଛନ୍ତି।
ବାବୁଶାନ, ତାଙ୍କ ମାଆ ଅପରାଜିତା ଓ ପିତା ଉତ୍ତମ ମହାନ୍ତିଙ୍କ ତାଙ୍କ କୁନି ପୁଅ ସହ ଫଟୋ ଓ ଭି-ଡି-ଓ ସୋସିଆଲ ମିଡିଆରେ ଅପଲୋଡ କରନ୍ତି। 
ତେବେ ବନ୍ଧୁଗଣ ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ବାବୁଶାନ ତାଙ୍କ କୁନି ପୁଅ ସହ କିପରି ଖେଳୁଛନ୍ତି।
ବାବୁଶାନ ନିଜ ଜବରଦସ୍ତ ଫିଲ୍ମ ଓ ଅଭିନୟ ଜାଦୁରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ଗୁଡିକୁ ଦର୍ଶକେ ଖୁବ ପସନ୍ଦ କରନ୍ତି।
ବାବୁଶାନ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ତାଙ୍କୁ ଖୁବ ଭଲ ପାଇବା ଦେଇ ଆସୁଛନ୍ତି। 
ବାବୁଶାନ ବର୍ତ୍ତମାନ ସମୟରେ ବାପା ହୋଇ ଯାଇଛନ୍ତି ଓ ତାଙ୍କର କୁନି ପୁଅଟିଏ ଜନ୍ମ ହୋଇଛି। ବାବୁଶାନ ନିଜ ଫ୍ରି ସମୟରେ ନିଜ କୁନି ପୁଅ ସହ ଖେଳୁଥିବାର ଦେଖିବାକୁ ମିଳିଛି।
ଗତ କିଛି ଦିନ ପୂର୍ବେ ବାବୁଶାନ ତାଙ୍କ ପୁଅ ସହ ଏକ ଭିଡିଓ ଶେ-ୟା-ର କରିଥିଲେ, ଯେଉଁଥିରେ ସେ ତାଙ୍କ ପୁଅକୁ ଗେଲ କରୁଥିଲେ ଓ ତାଙ୍କ ପୁଅ ବହୁତ ଜୋରରେ ଖିଲିଖିଲି ହୋଇ ହସୁଥିଲେ। 
ଏହାସହ ବାବୁଶାନ ତାଙ୍କ ପୁଅକୁ ବହୁତ ଅଧିକ ଭଲ ପାଆନ୍ତି ବୋଲି ବହୁତ ଥର ନିଜ ସୋସିଆଲ ମିଡିଆ ରେ ମଧ୍ୟ କହି ଥିଲେ।
ବାବୁଶାନଙ୍କ ପୁଅ ଜନ୍ମ ହେବା ପରେ ସେ ନିଜ ପୁଅ ସହ ଅନେକ ଖୁସିର ମୂହୁର୍ତ୍ତ ବିତାଇଥିବାର ଭିଡିଓ ଓ ଫଟୋ ସବୁ ସବୁ ନିଜ ଫ୍ୟାନ ମାନଙ୍କ ସହ ଶେୟାର କରନ୍ତି।
ତେବେ ଏହି ଭିଡିଓରେ ମଧ୍ୟ ବାବୁଶାନ ତାଙ୍କ ପୁଅ ସହ ଖୁବ ଖୁସିରେ ସମୟ ବିତାଉଥିବାର ଦେଖିବାକୁ ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.