Movie prime

Prakruti Mishra ଙ୍କ ଜନ୍ମଦିନ ଏମିତି ପାଳୁଥିଲେ ହିରୋ Babushan Mohanty ଦେଖନ୍ତୁ ଏହି VIRAL VIDEO

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଅନେକ ପ୍ରକାରର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଆଉ ଏହିସବୁ ଘଟଣା ବିଷୟରେ ଆପଣମାନେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣୁଥିବେ । ଆଉ ଏମିତି କିଛି ଘଟଣା ଅଛି ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ ଏହି ଘଟଣା ଆପଣଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ବି ସୃଷ୍ଟି କରିବ । 
ଆପଣମାନେ ତ ସମସ୍ତେ ଓଲିଉଡ଼ ଜଗତର ମହାନ୍ ନାୟକ ବାବୁଶାନ୍ ମହାନ୍ତିଙ୍କୁ ଭଲଭାବେ ଜାଣିଥିବେ । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । ଆଉ ସେ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଆଉ ଦର୍ଶକମାନେ ତାଙ୍କ ଫିଲ୍ମ୍ ଦେଖିବାକୁ ସବୁବେଳେ ଅପେକ୍ଷା କରି ରହିଥାନ୍ତି । ଆଉ ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବି ଜାଣିଥିବେ । 
ସେ ଜଣେ ମହାନ୍ କଳାକାର ଆଉ ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ସେ । ଆଉ ସେ ଓଲିଉଡ ଆଉ ବଲିଉଡରେ ମଧ୍ୟ ଅଭିନୟ କରୁଛନ୍ତି । ଆଉ ସେ ଦେଖିବାକୁ ବହୁତ ସୁନ୍ଦର ।
କିନ୍ତୁ ଏବେ ସୋସିଆଲ ମିଡିଆରେ ଯୁଆଡ଼େ ଦେଖିବ ସିଆଡେ କେବଳ ଅଭିନେତା ବାବୁଶାନ୍ ଆଉ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଖବର ଭାଇରାଲ ହେଉଛି । 
ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବାବୁଶାନ୍ ମହାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ଜନ୍ମଦିନକୁ ବହୁତ ସରପ୍ରାଇଜର ସହ ପାଳନ କରୁଛନ୍ତି । ଆଉ ଏହା ଏକ ଫିଲ୍ମ୍ ସୁଟିଂ ବେଳର ସମୟ ।
ଆଉ ପ୍ରକୃତିଙ୍କ ଜନ୍ମଦିନ ବହୁତ ଧୁମଧାମରେ ସୁନ୍ଦର ଭାବରେ ବାବୁଶାନ୍ ଆଉ ଫିଲ୍ମ୍ ତିଆରି କରୁଥିବା ଲୋକମାନେ ବହୁତ ମଜାରେ ସେଲିବ୍ରେଟ କରୁଛନ୍ତି । ସମସ୍ତେ ବହୁତ ଖୁସି ଅଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।