Movie prime

ଶେଷରେ ମହିଳା ଖୋଲିଲେ ମୁଁହ ଆମ୍ବୁଲ ହେଇଗଲାଣି Prakruti Mishra ସବୁ ଟଙ୍କା ତା ବାପା ମାଙ୍କ ରୋଗରେ ଯାଉଛି

 
Viral news
ବାବୁସାନ, ପତ୍ନୀ ତୃପ୍ତି ଓ ପ୍ରକୃତି ମିଶ୍ର ବିବାଦ ମାମଲାରେ ପୋଲିସର ଖୋଳତାଡ଼। ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ। ମନ୍ମଥ ମିଶ୍ରଙ୍କ ଘରେ ଖାରବେଳନଗର ଥାନା ପୋଲିସ।
ତଦନ୍ତ ପାଇଁ ପୋଲିସ ଯାଇଥିବା ସୂଚନା ମିଳିଛି। ସେପଟେ ପୂର୍ବରୁ ମାମଲାରେ ପ୍ରକୃତି ମିଶ୍ରଙ୍କୁ ହାଜର ପାଇଁ ନୋଟିସ୍ କରିଥିଲା ପୋଲିସ। ହେଲେ ଏବେ ଯାଏ ସେ ହାଜର ହୋଇନାହାନ୍ତି।
ତେବେ ବାବୁସାନ ଓ ତୃପ୍ତିଙ୍କ ବିବାଦ ନେଇ ଧିରେ ଧିରେ ଓଲିଉଡରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। କେହି ପ୍ରକୃତିଙ୍କୁ ଦୋଷ ଦେଉଥିବା ବେଳେ କେହି କେହି ବାବୁସାନଙ୍କୁ ଟାର୍ଗେଟ କରୁଛନ୍ତି।
ଏବେ ସମସ୍ତଙ୍କ ନଜର ରହିଛି ପୋଲିସର ପରବର୍ତ୍ତୀ ପଦକ୍ଷେ ଉପରେ। ପୋଲିସ ଆଶା କରୁଛି ଦିନେ ଦୁଇ ଦିନ ଭିତରେ ବାବୁସାନ ନୋଟିସ ମୁତାବକ ପୋଲିସ ପାଖରେ ହାଜର ହେବେ।
ତେବେ ବର୍ତ୍ତମାନ ପ୍ରକୃତି ଙ୍କୁ ନେଇ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ନିଜର ବାଇଟ ରଖିଛନ୍ତି ତେବେ ସେ କହିଛନ୍ତି କି ପ୍ରକୃତି ମିଶ୍ର ର ଶରୀର ଆମ୍ବ ରୁ ଆମ୍ବୁଲ ହୋଇଗଲାଣି। ତେବେ ସେ ଖାଲି ପଇସା ପଛରେ ଗୋଡ଼ାଉଛି ଏବଂ ତା ବାପା ମାଆ ମଧ୍ୟ ପଇସା ପଛରେ ଗୋଡାଉଛନ୍ତି।
ଝିଅର ଭୁଲ କୁ ମଧ୍ୟ ଅଣଦେଖା କରି ଦେଉଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ଭୁଲ ପ୍ରକୃତି ଙ୍କୁ ନିଜ ଭୁଲ ବୁଝିବାକୁ ପଡ଼ିବ ଏବଂ ବାବୁଶାନ ଙ୍କୁ ଛାଡିବାକୁ ପଡିବ।
ତେବେ ଛୋଟ ବେଳେ ବାପା ମାଆ ଡ୍ରେସ ପିନ୍ଧେଇବା ଶିଖେଇ ଥାଆନ୍ତି। ତେବେ ପ୍ରକୃତି ମିଶ୍ର ନିଜ ବାପାଙ୍କୁ ରାସ୍ତାରେ ସମସ୍ତ ଙ୍କ ସମ୍ମୁଖରେ ଲଂଗଳା କରିଦେଲା।
ତେବେ ତୁମର ବି ଜଣେ ପୁଅ ଅଛି ତେଣୁ ସର୍ଵଦା ଭାବି ଚିନ୍ତା କରି କଥା କହିବା ଆବଶ୍ୟକ ଅଟେ। ତେବେ ବାବୁଶାନ ନିଶ୍ଚିତ ଓଡିଶା ଫେରି ଆସନ୍ତୁ ପ୍ରଥମେ ନିଜର ସବୁ ସମସ୍ୟା ର ସମାଧାନ କରନ୍ତୁ ତାପରେ ସିନେମା କରନ୍ତୁ।